ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା, ୪ ଗୁରୁତର

ଯାଜପୁର: ଅଟୋ-ବାଇକ୍ ମୁହାଁମୁହିଁ ଧକ୍କାରେ ୪ ଗୁରୁତର। ଘଟଣା ଘଟିଛି ଦଶରଥପୁର ଥାନା  ପଞ୍ଜରାସାହି ନିକଟରେ। ସୂଚନା ଅନୁଯାୟୀ, ଅଟୋରେ ଡ୍ରାଇଭର ସମେତ ୩ ଜଣ ଥିଲେ। ସେହିଭଳି ବାଇକରେ ମଧ୍ୟ ୩ ଜଣ ଥିଲେ। ହେଲେ ପଞ୍ଜରାସାହି ନିକଟରେ ଅଟୋ-ବାଇକ୍ ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା ଘଟିଥିଲା।ଆଉ ଏଥିରେ ୩ ବାଇକ୍‌ ଆରୋହୀ ଗୁରୁତର ହୋଇଥିଲେ। ସେମାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତମାନେ ଯାଜପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି  ।

ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା, ୪ ଗୁରୁତର

ଯାଜପୁର: ଅଟୋ-ବାଇକ୍ ମୁହାଁମୁହିଁ ଧକ୍କାରେ ୪ ଗୁରୁତର। ଘଟଣା ଘଟିଛି ଦଶରଥପୁର ଥାନା  ପଞ୍ଜରାସାହି ନିକଟରେ। 

ସୂଚନା ଅନୁଯାୟୀ, ଅଟୋରେ ଡ୍ରାଇଭର ସମେତ ୩ ଜଣ ଥିଲେ। ସେହିଭଳି ବାଇକରେ ମଧ୍ୟ ୩ ଜଣ ଥିଲେ। ହେଲେ ପଞ୍ଜରାସାହି ନିକଟରେ ଅଟୋ-ବାଇକ୍ ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା ଘଟିଥିଲା।

ଆଉ ଏଥିରେ ୩ ବାଇକ୍‌ ଆରୋହୀ ଗୁରୁତର ହୋଇଥିଲେ। ସେମାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତମାନେ ଯାଜପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି  ।