ଅନନ୍ତ ଓ ରାଧିକାଙ୍କ ବିବାହ ପୂର୍ବରୁ ମୁମ୍ବାଇରେ ସାମୂହିକ ବିବାହ କରାଇଲେ ଅମ୍ବାନୀ ପରିବାର, ଦେଖନ୍ତୁ ଭିଡିଓ
ମୁମ୍ବାଇ ୨।୭: ଅମ୍ବାନୀ ପରିବାର ମୁମ୍ବାଇରେ ଅନନ୍ତ ଅମ୍ବାନୀ ଓ ରାଧିକ ମର୍ଚାଣ୍ଟଙ୍କ ବିବାହ ପୂର୍ବ ଉତ୍ସବ ରୂପେ ସାମୂହିକ ବିବାହ ଉତ୍ସବ ଆୟୋଜନ କରିଛନ୍ତି। ଏହି ବିବାହ ଉତ୍ସବରେ କେତେକ ଯୋଡି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଅନନ୍ତ ଅମ୍ବାନୀ ଓ ରାଧିକ ମର୍ଚାଣ୍ଟଙ୍କ ପ୍ରି ୱେଡିଂ ସେଲିବ୍ରେସନର ଅଂଶ ସ୍ୱରୂପ ଆୟୋଜିତ ସାମୂହିକ ବିବାହ କାର୍ଯ୍ୟକ୍ରମରେ ରିଲାଏନ୍ସ ଫାଉଣ୍ଡେସନର ସଂସ୍ଥାପକ ତଥା ଚେୟାରପର୍ସନ ନୀତି ଅମ୍ବାନୀ ଯୋଗ ଦେଇ ନବ ବିବାହିତ ଦମ୍ପତ୍ତିଙ୍କୁ ଆଶିର୍ବାଦ କରିଛନ୍ତି। #WATCH | Mumbai: On the mass-wedding event organised as part of the wedding celebrations of Anant Ambani- Radhika Merchant, Founder and Chairperson of Reliance Foundation Nita Ambani says, "I feel extremely happy seeing the newlywed couples here... I give my blessing to all these… pic.twitter.com/xO8c6l29YC— ANI (@ANI) July 2, 2024ନଭି ମୁମ୍ବାଇରେ ଅନୁଷ୍ଠିତ ଏହି ଅବସରରେ ନୀତା ଅମ୍ବାନୀ କହିଛନ୍ତି ଯେ ବିବାହିତ ଦମ୍ପତ୍ତିଙ୍କୁ ଦେଖି ବହୁତ ଖୁସି ଲାଗୁଛି। ସବୁ ନବ ଦମ୍ପତ୍ତିଙ୍କୁ ମୋର ଆଶିର୍ବାଦ। ଏହି ବିବାହୋତ୍ସବ ସହିତ ଅନନ୍ତ ଓ ରାଧିକାଙ୍କ ବିବାହ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହେଉଥିବା ସେ ଘୋଷଣା କରିଛନ୍ତି। ବଞ୍ଚିତଙ୍କ ସାମୁହିକ ବିବାହରେ ରିଲାଏନ୍ସ
ମୁମ୍ବାଇ ୨।୭: ଅମ୍ବାନୀ ପରିବାର ମୁମ୍ବାଇରେ ଅନନ୍ତ ଅମ୍ବାନୀ ଓ ରାଧିକ ମର୍ଚାଣ୍ଟଙ୍କ ବିବାହ ପୂର୍ବ ଉତ୍ସବ ରୂପେ ସାମୂହିକ ବିବାହ ଉତ୍ସବ ଆୟୋଜନ କରିଛନ୍ତି। ଏହି ବିବାହ ଉତ୍ସବରେ କେତେକ ଯୋଡି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଅନନ୍ତ ଅମ୍ବାନୀ ଓ ରାଧିକ ମର୍ଚାଣ୍ଟଙ୍କ ପ୍ରି ୱେଡିଂ ସେଲିବ୍ରେସନର ଅଂଶ ସ୍ୱରୂପ ଆୟୋଜିତ ସାମୂହିକ ବିବାହ କାର୍ଯ୍ୟକ୍ରମରେ ରିଲାଏନ୍ସ ଫାଉଣ୍ଡେସନର ସଂସ୍ଥାପକ ତଥା ଚେୟାରପର୍ସନ ନୀତି ଅମ୍ବାନୀ ଯୋଗ ଦେଇ ନବ ବିବାହିତ ଦମ୍ପତ୍ତିଙ୍କୁ ଆଶିର୍ବାଦ କରିଛନ୍ତି।
#WATCH | Mumbai: On the mass-wedding event organised as part of the wedding celebrations of Anant Ambani- Radhika Merchant, Founder and Chairperson of Reliance Foundation Nita Ambani says, "I feel extremely happy seeing the newlywed couples here... I give my blessing to all these… pic.twitter.com/xO8c6l29YC— ANI (@ANI) July 2, 2024
ନଭି ମୁମ୍ବାଇରେ ଅନୁଷ୍ଠିତ ଏହି ଅବସରରେ ନୀତା ଅମ୍ବାନୀ କହିଛନ୍ତି ଯେ ବିବାହିତ ଦମ୍ପତ୍ତିଙ୍କୁ ଦେଖି ବହୁତ ଖୁସି ଲାଗୁଛି। ସବୁ ନବ ଦମ୍ପତ୍ତିଙ୍କୁ ମୋର ଆଶିର୍ବାଦ। ଏହି ବିବାହୋତ୍ସବ ସହିତ ଅନନ୍ତ ଓ ରାଧିକାଙ୍କ ବିବାହ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହେଉଥିବା ସେ ଘୋଷଣା କରିଛନ୍ତି। ବଞ୍ଚିତଙ୍କ ସାମୁହିକ ବିବାହରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ ମଧ୍ୟ ଉପସ୍ଥିତ ଥିଲେ। ଏହି ବିବାହ ଉତ୍ସବ ଅନନ୍ତ ଓ ରାଧିକାଙ୍କ ବିବାହ ପୂର୍ବ ଉତ୍ସବ ବୋଲି ନୀତା ଅମ୍ବାନୀ କହିଛନ୍ତି।
#WATCH | Navi Mumbai: Reliance Industries Chairman Mukesh Ambani and Nita Ambani present at the mass wedding of the underprivileged being organised as part of the wedding celebrations of Anant Ambani and Radhika Merchant. pic.twitter.com/CbHUMUZvZe— ANI (@ANI) July 2, 2024