ଅପରାହ୍ଣ ୪ଟା ମୁଖ୍ୟ ଖବର
କେନ୍ଦୁଝର : ଯୋଡିଆ ଘାଟିରୁ କୋଟିଏ ଟଙ୍କାର ନିଶା ସାମଗ୍ରୀ ସହ ଜଣେ ଗିରଫ.. ରାଉରକେଲାରେ ଚିନ୍ତା ବଢାଇଲା ହଇଜା ; ମୃତ୍ୟୁ ସଂଖ୍ୟା ୬ ବାଙ୍ଗିରିପୋଷି : ଟ୍ରେନ ଧକ୍କାରେ ବୃଦ୍ଧ ମୃତ ବୁଧବାର ମାର୍ଗଶୀର-ଶୁକ୍ଳ ଅଷ୍ଟମୀ ତିଥିରେ ବନକଲାଗି ; କାଳିଆ ଦର୍ଶନ ୪ ଘଣ୍ଟା ବନ୍ଦ.. ସଂସଦରେ ସୁରକ୍ଷା ଭଙ୍ଗ ମାମଲା.. ଏଯାଏଁ ୧୪୧ ସାଂସଦ ନିଲମ୍ବିତ.. ଚୀନରେ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୧୧୬.. ଶୀତରେ ଥରୁଛି ସାରା ଓଡିଶା.. ୧୦ ସହରର […]

କେନ୍ଦୁଝର : ଯୋଡିଆ ଘାଟିରୁ କୋଟିଏ ଟଙ୍କାର ନିଶା ସାମଗ୍ରୀ ସହ ଜଣେ ଗିରଫ..
ରାଉରକେଲାରେ ଚିନ୍ତା ବଢାଇଲା ହଇଜା ; ମୃତ୍ୟୁ ସଂଖ୍ୟା ୬
ବାଙ୍ଗିରିପୋଷି : ଟ୍ରେନ ଧକ୍କାରେ ବୃଦ୍ଧ ମୃତ
ବୁଧବାର ମାର୍ଗଶୀର-ଶୁକ୍ଳ ଅଷ୍ଟମୀ ତିଥିରେ ବନକଲାଗି ; କାଳିଆ ଦର୍ଶନ ୪ ଘଣ୍ଟା ବନ୍ଦ..
ସଂସଦରେ ସୁରକ୍ଷା ଭଙ୍ଗ ମାମଲା..
ଏଯାଏଁ ୧୪୧ ସାଂସଦ ନିଲମ୍ବିତ..
ଚୀନରେ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୧୧୬..
ଶୀତରେ ଥରୁଛି ସାରା ଓଡିଶା..
୧୦ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ..
ନୂଆପଡାରେ ଭାଲୁ ଆକ୍ରମଣରେ ୩ ମହିଳା ଆହତ..