ଅବକାରୀ ନୀତିକୁ ନେଇ ମୋହନ ସରକାରଙ୍କ ବଡ଼ ନିଷ୍ପତ୍ତି, ପୁରୀ ବେଳାଭୂମି ସହ ପୁରୀରେ ମଦ ଦୋକାନ ଖୋଲିବ…

ପୁରୀ,୧୩।୯: ଅବକାରୀ ନୀତିରେ ପରିବର୍ତ୍ତନ ଆଣିଲେ ରାଜ୍ୟ ସରକାର। ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବା ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର। ମୋହନ ସରକାରଙ୍କ ନିଷ୍ପତ୍ତି ଅନୁସାରେ, ରାଜ୍ୟର ଧର୍ମାନୁଷ୍ଠାନ ଅଞ୍ଚଳରେ ମଦ ଦୋକାନ ଖୋଲିବନି। ଏପରିକି ଅନ୍ୟ ଧର୍ମାନୁଷ୍ଠାନ ଅଞ୍ଚଳରେ ମଧ୍ୟ ମଦ ଦୋକାନ ଖୋଲିବନି। ତେବେ ପୁରୀ ବେଳାଭୂମିରେ ମଧ୍ୟ ଖୋଲିବନି ମଦ କ୍ୟାବିନ। ପୁରୀ ବେଳାଭୂମି ସହ ପୁରୀ ପୌରାଞ୍ଚଳରେ ମଦ କ୍ୟାବିନ ଖୋଲିବନି। ଏଥିସହ ସାମାଜିକ, ଧାର୍ମିକ, ସାଂସ୍କୃତିକ […] The post ଅବକାରୀ ନୀତିକୁ ନେଇ ମୋହନ ସରକାରଙ୍କ ବଡ଼ ନିଷ୍ପତ୍ତି, ପୁରୀ ବେଳାଭୂମି ସହ ପୁରୀରେ ମଦ ଦୋକାନ ଖୋଲିବ… appeared first on Dharitri Odia News.

ଅବକାରୀ ନୀତିକୁ ନେଇ ମୋହନ ସରକାରଙ୍କ ବଡ଼ ନିଷ୍ପତ୍ତି, ପୁରୀ ବେଳାଭୂମି ସହ ପୁରୀରେ ମଦ ଦୋକାନ ଖୋଲିବ…

ପୁରୀ,୧୩।୯: ଅବକାରୀ ନୀତିରେ ପରିବର୍ତ୍ତନ ଆଣିଲେ ରାଜ୍ୟ ସରକାର। ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବା ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର। ମୋହନ ସରକାରଙ୍କ ନିଷ୍ପତ୍ତି ଅନୁସାରେ, ରାଜ୍ୟର ଧର୍ମାନୁଷ୍ଠାନ ଅଞ୍ଚଳରେ ମଦ ଦୋକାନ ଖୋଲିବନି। ଏପରିକି ଅନ୍ୟ ଧର୍ମାନୁଷ୍ଠାନ ଅଞ୍ଚଳରେ ମଧ୍ୟ ମଦ ଦୋକାନ ଖୋଲିବନି। ତେବେ ପୁରୀ ବେଳାଭୂମିରେ ମଧ୍ୟ ଖୋଲିବନି ମଦ କ୍ୟାବିନ। ପୁରୀ ବେଳାଭୂମି ସହ ପୁରୀ ପୌରାଞ୍ଚଳରେ ମଦ କ୍ୟାବିନ ଖୋଲିବନି।

ଏଥିସହ ସାମାଜିକ, ଧାର୍ମିକ, ସାଂସ୍କୃତିକ ଦିଗକୁ ଦେଖି ନୀତିରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ଧାର୍ମିକ ଅନୁଷ୍ଠାନ ସହ ଧାର୍ମିକ ଅନୁଷ୍ଠାନର ୫ କିମି ପରିଧି ମଧ୍ୟରେ ମଦ ଦୋକାନ ଖୋଲିବନି ବୋଲି ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି।

The post ଅବକାରୀ ନୀତିକୁ ନେଇ ମୋହନ ସରକାରଙ୍କ ବଡ଼ ନିଷ୍ପତ୍ତି, ପୁରୀ ବେଳାଭୂମି ସହ ପୁରୀରେ ମଦ ଦୋକାନ ଖୋଲିବ… appeared first on Dharitri Odia News.