ଅସୁସ୍ଥ ହୋଇ ପଡିଲେ କିଙ୍ଗ ଚାର୍ଲସ, ହସ୍ପିଟାଲରେ ଭର୍ତ୍ତି
ଲଣ୍ଡନ,୨୮।୩: ଗୁରୁବାର ବ୍ରିଟେନର ରାଜା ଚାଲର୍ସ ତୃତୀୟଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇପଡିଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବ୍ରିଟେନର ରାଜା ଚାଲର୍ସ ତୃତୀୟ କର୍କଟ ରୋଗର ଚିକିତ୍ସା କରୁଛନ୍ତି, ଯାହାର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେଉଛି ବୋଲି ବକିଙ୍ଗହାମ ପ୍ୟାଲେସ କହିଛି। ଏଥିପାଇଁ ଶୁକ୍ରବାର ପାଇଁ ତାଙ୍କର ଆପଏଣ୍ଟମେଣ୍ଟ ବାତିଲ କରିବାକୁ ପଡିଛି। The post ଅସୁସ୍ଥ ହୋଇ ପଡିଲେ କିଙ୍ଗ ଚାର୍ଲସ, ହସ୍ପିଟାଲରେ ଭର୍ତ୍ତି appeared first on Dharitri Odia News.
ଲଣ୍ଡନ,୨୮।୩: ଗୁରୁବାର ବ୍ରିଟେନର ରାଜା ଚାଲର୍ସ ତୃତୀୟଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇପଡିଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବ୍ରିଟେନର ରାଜା ଚାଲର୍ସ ତୃତୀୟ କର୍କଟ ରୋଗର ଚିକିତ୍ସା କରୁଛନ୍ତି, ଯାହାର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେଉଛି ବୋଲି ବକିଙ୍ଗହାମ ପ୍ୟାଲେସ କହିଛି। ଏଥିପାଇଁ ଶୁକ୍ରବାର ପାଇଁ ତାଙ୍କର ଆପଏଣ୍ଟମେଣ୍ଟ ବାତିଲ କରିବାକୁ ପଡିଛି।
The post ଅସୁସ୍ଥ ହୋଇ ପଡିଲେ କିଙ୍ଗ ଚାର୍ଲସ, ହସ୍ପିଟାଲରେ ଭର୍ତ୍ତି appeared first on Dharitri Odia News.