ଆଇଏଏସ୍‌ ଅନିମେଶଙ୍କୁ ମିଳିଲା ଓଡ଼ିଶା କ୍ୟାଡର୍‌

ଭୁବନେଶ୍ୱର,୧୫ା୧୨: ୨୦୨୩ ସିଭିଲ ସର୍ଭିସ ପରୀକ୍ଷାରେ ୨ୟ ର଼୍ୟାଙ୍କ ପାଇଥିବା ଆଇଏଏସ୍‌ ଅନିମେଶ ପ୍ରଧାନଙ୍କୁ ଓଡ଼ିଶା କ୍ୟାଡର ମିଳିଛି । ସେହିପରି ୨୪ ନମ୍ବର ର଼୍ୟାଙ୍କରେ ଥିବା ପ୍ରଜ୍ଞାନନ୍ଦନ ଗିରିଙ୍କୁ ମଧ୍ୟ ଓଡ଼ିଶା କ୍ୟାଡର ମିଳିଛି । ସେହିପରି ୩୬ ନଂ ର଼୍ୟାଙ୍କରେ ଥିବା ଆୟୁଷୀ ପ୍ରଧାନଙ୍କୁ ଆସାମ-ମେଘାଳୟ କ୍ୟାଡର ମିଳିଛି। । ଅନ୍ୟ ୮ଜଣଙ୍କୁ ଓଡ଼ିଶା କ୍ୟାଡର୍‌ ମିଳିଛି। ୪୦୯ ନଂ ର଼୍ୟାଙ୍କ ରଖିଥିବା ସନ୍ତୋଷ କୁମାର ପାତ୍ର, ୫୪ ନଂ ର଼୍ୟାଙ୍କ ଧାରୀ ହରିୟାଣାର […] The post ଆଇଏଏସ୍‌ ଅନିମେଶଙ୍କୁ ମିଳିଲା ଓଡ଼ିଶା କ୍ୟାଡର୍‌ appeared first on Dharitri Odia News.

ଆଇଏଏସ୍‌ ଅନିମେଶଙ୍କୁ ମିଳିଲା ଓଡ଼ିଶା କ୍ୟାଡର୍‌

ଭୁବନେଶ୍ୱର,୧୫ା୧୨: ୨୦୨୩ ସିଭିଲ ସର୍ଭିସ ପରୀକ୍ଷାରେ ୨ୟ ର଼୍ୟାଙ୍କ ପାଇଥିବା ଆଇଏଏସ୍‌ ଅନିମେଶ ପ୍ରଧାନଙ୍କୁ ଓଡ଼ିଶା କ୍ୟାଡର ମିଳିଛି । ସେହିପରି ୨୪ ନମ୍ବର ର଼୍ୟାଙ୍କରେ ଥିବା ପ୍ରଜ୍ଞାନନ୍ଦନ ଗିରିଙ୍କୁ ମଧ୍ୟ ଓଡ଼ିଶା କ୍ୟାଡର ମିଳିଛି । ସେହିପରି ୩୬ ନଂ ର଼୍ୟାଙ୍କରେ ଥିବା ଆୟୁଷୀ ପ୍ରଧାନଙ୍କୁ ଆସାମ-ମେଘାଳୟ କ୍ୟାଡର ମିଳିଛି। । ଅନ୍ୟ ୮ଜଣଙ୍କୁ ଓଡ଼ିଶା କ୍ୟାଡର୍‌ ମିଳିଛି।

୪୦୯ ନଂ ର଼୍ୟାଙ୍କ ରଖିଥିବା ସନ୍ତୋଷ କୁମାର ପାତ୍ର, ୫୪ ନଂ ର଼୍ୟାଙ୍କ ଧାରୀ ହରିୟାଣାର କଶିସ ବକ୍ସି, ୬୮ନଂ ର଼୍ୟାଙ୍କ-କେରଳର କସ୍ତରୁରୀ ସା, ୭୧ନଂ ର଼୍ୟାଙ୍କଓାରୀ କେରଳର ଫବି ରସିଦ, ୧୨୫ନଂ ର଼୍ୟାଙ୍କ ଧାରୀ ରାଜସ୍ଥାନର ମଣାଳିିକା ରାଠୋର, ୨୦୪ନଂ ର଼୍ୟାଙ୍କ ଦିଲ୍ଲୀର ଶୁଭ୍ରା ପଣ୍ଡା, ୨୩୯ନଂ ର଼୍ୟାଙ୍କଧାରୀ ଉତ୍ତରପ୍ରଦେଶର ପୱନ କୁମାର, ୨୫୮ନଂ ର଼୍ୟାଙ୍କ ରଖିଥିବା ମହାରାଷ୍ଟ୍ରର ବି.ଏସ କଲ୍ୟାଣରାଓ ଏହି ତାଲିକାରେ ଅଛନ୍ତି।

The post ଆଇଏଏସ୍‌ ଅନିମେଶଙ୍କୁ ମିଳିଲା ଓଡ଼ିଶା କ୍ୟାଡର୍‌ appeared first on Dharitri Odia News.