ଆକାଶିଆ ଜଙ୍ଗଲରେ ନିଆଁ ଲଗାଇ ଦେଲେ

ପାଟଣା,୨୩ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇପଶି ରାସ୍ତା ପାର୍ଶ୍ୱ ହନୁମାନ ଛକ ନିକଟ ଖୁଣ୍ଟାପଡା ଗ୍ରାମ ନିକଟରେ ଥିବା ଏକର ଏକର ପରିମିତ ୟୁକାଲିପଟାସ ଓ ଆକାଶିଆ ଜଙ୍ଗଲରେ ଗୁରୁବାର ଅପରାହ୍ନରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ପାଟଣା ଅଗ୍ନିଶମ ବାହିନୀ ହାବିଲଦାର ରମେଶ ଦାସ, ଆଗ୍ନିକ ଅରୁଣ କୁମାର ନାଏକ, ଶିବ ବେହେରା, ଅକ୍ଷୟ ରାଜ ଆସି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଆୟତ୍ତ ହୋଇଥିଲେ ହେଁ ଅନେକ ଗଛ ଜଳି […] The post ଆକାଶିଆ ଜଙ୍ଗଲରେ ନିଆଁ ଲଗାଇ ଦେଲେ appeared first on Dharitri Odia News.

ଆକାଶିଆ ଜଙ୍ଗଲରେ ନିଆଁ ଲଗାଇ ଦେଲେ

ପାଟଣା,୨୩ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇପଶି ରାସ୍ତା ପାର୍ଶ୍ୱ ହନୁମାନ ଛକ ନିକଟ ଖୁଣ୍ଟାପଡା ଗ୍ରାମ ନିକଟରେ ଥିବା ଏକର ଏକର ପରିମିତ ୟୁକାଲିପଟାସ ଓ ଆକାଶିଆ ଜଙ୍ଗଲରେ ଗୁରୁବାର ଅପରାହ୍ନରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ପାଟଣା ଅଗ୍ନିଶମ ବାହିନୀ ହାବିଲଦାର ରମେଶ ଦାସ, ଆଗ୍ନିକ ଅରୁଣ କୁମାର ନାଏକ, ଶିବ ବେହେରା, ଅକ୍ଷୟ ରାଜ ଆସି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଆୟତ୍ତ ହୋଇଥିଲେ ହେଁ ଅନେକ ଗଛ ଜଳି ପୋଡ଼ି ନଷ୍ଟ ହୋଇଯାଇଛି।

The post ଆକାଶିଆ ଜଙ୍ଗଲରେ ନିଆଁ ଲଗାଇ ଦେଲେ appeared first on Dharitri Odia News.