ଆକ୍ସନ ମୁଡରେ ଅବକାରୀ ବିଭାଗ, ୧୦ କୁଇଣ୍ଟାଲ ପୋଚ ନଷ୍ଟ ଜବତ

ସୁନ୍ଦରଗଡ଼ ୧୧/୧୦: ପାର୍ବଣରେ ଆକ୍ସନ ମୁଡରେ ଅବକାରୀ ବିଭାଗ । ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଅବକାରୀ ବିଭାଗକୁ ମିଳିଛି ସଫଳତା । ସୁନ୍ଦରଗଡର ଲେଫ୍ରିପଡା ଓ ଟାଙ୍ଗରପାଲି ଜଙ୍ଗଲରେ ଦେଶୀ ମଦ ବନା ଯାଉଥିବା ସ୍ଥାନରେ ଅବକାରୀ ବିଭାଗର ଅଚାନକ ଚଢାଉ କରିଥିଲା । ଏହି ଚଢାଉରେ ଦଶ କୁଇଣ୍ଟାଲ ପୋଚ ନଷ୍ଟ କରିବା ସହ ଶହେ ଲିଟର ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ । ସୁନ୍ଦରଗଡରୁ ଅବକାରୀ ବିଭାଗର ସୁପରଟେଣ୍ଡେଣ୍ଟ ସଞ୍ଜୀବ ପଣ୍ଡାଙ୍କ ନିର୍ଦ୍ଦେଶରେ ଏକ ଟିମ ଜଙ୍ଗଲରେ ଚଢ଼ାଉ କରିଥିଲା। ଘଟଣା ସ୍ଥଳରୁ ଦେଶୀ ମଦ ବନାଉଥିବା ମାଫିଆ ମାନେ ଫେରାର ମାରିଥିଲେ। 

ଆକ୍ସନ ମୁଡରେ ଅବକାରୀ ବିଭାଗ, ୧୦ କୁଇଣ୍ଟାଲ ପୋଚ ନଷ୍ଟ ଜବତ

ସୁନ୍ଦରଗଡ଼ ୧୧/୧୦: ପାର୍ବଣରେ ଆକ୍ସନ ମୁଡରେ ଅବକାରୀ ବିଭାଗ । ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଅବକାରୀ ବିଭାଗକୁ ମିଳିଛି ସଫଳତା । ସୁନ୍ଦରଗଡର ଲେଫ୍ରିପଡା ଓ ଟାଙ୍ଗରପାଲି ଜଙ୍ଗଲରେ ଦେଶୀ ମଦ ବନା ଯାଉଥିବା ସ୍ଥାନରେ ଅବକାରୀ ବିଭାଗର ଅଚାନକ ଚଢାଉ କରିଥିଲା । 

ଏହି ଚଢାଉରେ ଦଶ କୁଇଣ୍ଟାଲ ପୋଚ ନଷ୍ଟ କରିବା ସହ ଶହେ ଲିଟର ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ । ସୁନ୍ଦରଗଡରୁ ଅବକାରୀ ବିଭାଗର ସୁପରଟେଣ୍ଡେଣ୍ଟ ସଞ୍ଜୀବ ପଣ୍ଡାଙ୍କ ନିର୍ଦ୍ଦେଶରେ ଏକ ଟିମ ଜଙ୍ଗଲରେ ଚଢ଼ାଉ କରିଥିଲା। ଘଟଣା ସ୍ଥଳରୁ ଦେଶୀ ମଦ ବନାଉଥିବା ମାଫିଆ ମାନେ ଫେରାର ମାରିଥିଲେ।