ଆକ୍ସନ ମୋଡ୍‌ରେ ରାଜ୍ଯ ଖଣି ବିଭାଗ, ଧର୍ମଶାଳା ତହସିଲର ବିଭିନ୍ନ କଳା ପଥର ଖାଦାନରେ ଚଢାଉ

ଚଣ୍ଡିଖୋଲ ୧୮।୭: ଆକ୍ସନ ମୋଡ୍‌ରେ ରାଜ୍ଯ ଖଣି ବିଭାଗ । ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲର ବିଭିନ୍ନ କଳା ପଥର ଖାଦାନରେ ଚଢାଉ । ଯାଜପୁର ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଆବେଦନ କ୍ରମେ ରାଜ୍ୟ ଖଣି ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଏନ ଏନ ସିଂହଦେଓଙ୍କ ନେତୃତ୍ବ ରେ ଧର୍ମଶାଳା ତହସିଲର ଲୁଣିବର, ଚଡେଇଧରା, ଡଙ୍କାରି, ଆଦି ଅଞ୍ଚଳରେ ଥିବା କଳା ପଥର ଖାଦାନ ଉପରେ ଚଢାଉ ହୋଇଛି । ଏହି ଚଢାଉ ସମୟରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ଟି ବି ମୁଣ୍ଡା ଡେପୁଟି ଡାଇରେକ୍ଟର, ଜିଲ୍ଲା ଖଣି ଅଧିକାରୀ ଜୟ ପ୍ରକାଶ ନାୟକ ପ୍ରମୁଖ ବିଭିନ୍ନ ଖଦାନ ବୁଲି ଦେଖିବା ସହ ଗୋଟିଏ କ୍ରସରକୁ ସିଲ୍ କରିବା ସହ ଗୋଟିଏ ପ୍ରୋକଲିନ ମେସିନ ଜବତ କରିଛନ୍ତି । ପ୍ରାଥମିକ ଆକଳନ ପରେ ଯାହା କିଛି ପଦକ୍ଷେପ ନିଆଯିବ ବୋଲି ଖଣି ବିଭାଗ ଯୁଗ୍ମ ନିର୍ଦ୍ଦେଶକ କହିଛନ୍ତି ।You Can Read:ଝାରସୁଗୁଡା ବନ୍ଧବାହାଲରେ ଚାଲିଲା ବୁଲଡୋଜର, ଅପରାଧୀ ଏମ୍‌ଡି ସୋନୁର ଜବରଦଖଲ ଉଚ୍ଛେଦ

ଆକ୍ସନ ମୋଡ୍‌ରେ ରାଜ୍ଯ ଖଣି ବିଭାଗ, ଧର୍ମଶାଳା ତହସିଲର ବିଭିନ୍ନ କଳା ପଥର ଖାଦାନରେ ଚଢାଉ

ଚଣ୍ଡିଖୋଲ ୧୮: ଆକ୍ସନ ମୋଡ୍‌ରେ ରାଜ୍ଯ ଖଣି ବିଭାଗ । ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲର ବିଭିନ୍ନ କଳା ପଥର ଖାଦାନରେ ଚଢାଉ । ଯାଜପୁର ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଆବେଦନ କ୍ରମେ ରାଜ୍ୟ ଖଣି ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଏନ ଏନ ସିଂହଦେଓଙ୍କ ନେତୃତ୍ବ ରେ ଧର୍ମଶାଳା ତହସିଲର ଲୁଣିବର, ଚଡେଇଧରା, ଡଙ୍କାରି, ଆଦି ଅଞ୍ଚଳରେ ଥିବା କଳା ପଥର ଖାଦାନ ଉପରେ ଚଢାଉ ହୋଇଛି । ଏହି ଚଢାଉ ସମୟରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ଟି ବି ମୁଣ୍ଡା ଡେପୁଟି ଡାଇରେକ୍ଟର, ଜିଲ୍ଲା ଖଣି ଅଧିକାରୀ ଜୟ ପ୍ରକାଶ ନାୟକ ପ୍ରମୁଖ ବିଭିନ୍ନ ଖଦାନ ବୁଲି ଦେଖିବା ସହ ଗୋଟିଏ କ୍ରସରକୁ ସିଲ୍ କରିବା ସହ ଗୋଟିଏ ପ୍ରୋକଲିନ ମେସିନ ଜବତ କରିଛନ୍ତି । ପ୍ରାଥମିକ ଆକଳନ ପରେ ଯାହା କିଛି ପଦକ୍ଷେପ ନିଆଯିବ ବୋଲି ଖଣି ବିଭାଗ ଯୁଗ୍ମ ନିର୍ଦ୍ଦେଶକ କହିଛନ୍ତି ।

You Can Read:

ଝାରସୁଗୁଡା ବନ୍ଧବାହାଲରେ ଚାଲିଲା ବୁଲଡୋଜର, ଅପରାଧୀ ଏମ୍‌ଡି ସୋନୁର ଜବରଦଖଲ ଉଚ୍ଛେଦ