ଆଖିବୁଜିଲା ହାତୀ ‘ଯଶୋଦା’, ଦୀର୍ଘ ଦିନ ଧରି ଥିଲା ଅସୁସ୍ଥ

କରଞ୍ଜିଆ ୦୪।୧୧ : ଆଖିବୁଜିଲା ହାତୀ ‘ଯଶୋଦା’ । ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଜେନାବିଲରେ ଯଶୋଦା ହାତୀର ମୃତ୍ୟୁ ହୋଇଛି । ବନବିଭାଗ ପକ୍ଷରୁ ଛାନ୍‌ଭିନ୍ ଆରମ୍ଭ ହୋଇଛି । ଗତ ମାସ ୩୧ ତାରିଖରେ ଯଶୋଦା ହାତୀର ମୃତ୍ୟୁ ହୋଇଛି । ମୃତ୍ୟୁବେଳକୁ ଯଶୋଦାକୁ ୩୬ ବର୍ଷ ହୋଇଥିଲା ବୋଲି ସୂଚନା ମିଳିଛି । ସୂଚନା ଦେଲେ ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶଚାନ୍ଦ ଗଗିନେନି ଏହି ସୂଚନା ଦେଇଛନ୍ତି। ଚନ୍ଦକାରେ ଥିବା ବେଳେ ଯଶୋଦା ହାତୀ ଅସୁସ୍ଥ ହୋଇଥିଲା । ଶିମିଳିପାଳରେ ଯଶୋଦା ହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

ଆଖିବୁଜିଲା ହାତୀ ‘ଯଶୋଦା’, ଦୀର୍ଘ ଦିନ ଧରି ଥିଲା ଅସୁସ୍ଥ

କରଞ୍ଜିଆ ୦୪।୧୧ : ଆଖିବୁଜିଲା ହାତୀ ‘ଯଶୋଦା’ । ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଜେନାବିଲରେ ଯଶୋଦା ହାତୀର ମୃତ୍ୟୁ ହୋଇଛି । ବନବିଭାଗ ପକ୍ଷରୁ ଛାନ୍‌ଭିନ୍ ଆରମ୍ଭ ହୋଇଛି । 

ଗତ ମାସ ୩୧ ତାରିଖରେ ଯଶୋଦା ହାତୀର ମୃତ୍ୟୁ ହୋଇଛି । ମୃତ୍ୟୁବେଳକୁ ଯଶୋଦାକୁ ୩୬ ବର୍ଷ ହୋଇଥିଲା ବୋଲି ସୂଚନା ମିଳିଛି । ସୂଚନା ଦେଲେ ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶଚାନ୍ଦ ଗଗିନେନି ଏହି ସୂଚନା ଦେଇଛନ୍ତି। ଚନ୍ଦକାରେ ଥିବା ବେଳେ ଯଶୋଦା ହାତୀ ଅସୁସ୍ଥ ହୋଇଥିଲା । ଶିମିଳିପାଳରେ ଯଶୋଦା ହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।