ଆଜିର ରାଶିଫଳ : ଏହି ରାଶିର ଲୋକଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ
ମେଷ : ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ ହେବ । ଘର ଓ ଦୋକାନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ । ଯାନବାହାନ ସୁଖ ମିଳିବ । ଚାକିରି ଓ ଶିକ୍ଷାକ୍ଷେତ୍ରରେ ଉନ୍ନତି ହେବ । ବୈବାହିକ ଜୀବନରେ ମଧୁରତା ଆସିବ । ବୃଷ : କର୍ମ କ୍ଷେତ୍ରରେ ଚଳ-ଚଳଞ୍ଚଳ ରହିବେ । ବନ୍ଧୁଙ୍କ ସହିତ ସିନେମା ଦେଖିବାରେ ଯୋଜନା କରିପାରନ୍ତି । ମନ ପ୍ରସନ୍ନ ରହିବ । କନ୍ୟା ସନ୍ତାନ ପାଇଁ ଗର୍ବ […] The post ଆଜିର ରାଶିଫଳ : ଏହି ରାଶିର ଲୋକଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ appeared first on KNews Odisha.

ମେଷ : ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ ହେବ । ଘର ଓ ଦୋକାନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ । ଯାନବାହାନ ସୁଖ ମିଳିବ । ଚାକିରି ଓ ଶିକ୍ଷାକ୍ଷେତ୍ରରେ ଉନ୍ନତି ହେବ । ବୈବାହିକ ଜୀବନରେ ମଧୁରତା ଆସିବ ।
ବୃଷ : କର୍ମ କ୍ଷେତ୍ରରେ ଚଳ-ଚଳଞ୍ଚଳ ରହିବେ । ବନ୍ଧୁଙ୍କ ସହିତ ସିନେମା ଦେଖିବାରେ ଯୋଜନା କରିପାରନ୍ତି । ମନ ପ୍ରସନ୍ନ ରହିବ । କନ୍ୟା ସନ୍ତାନ ପାଇଁ ଗର୍ବ ଅନୁଭବ କରିପାରନ୍ତି । ସରକାରୀ ଚାକିରିଆଙ୍କ ଟ୍ରାନ୍ସଫର ହୋଇପାରେ ।
ମିଥୁନ : ଆତ୍ମବିଶ୍ୱାସୀ ହେବେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ପରିବାରରେ ସୁଖ-ଶାନ୍ତି ବଜାୟ ରହିବ । ଆକସ୍ମିକ ଧନ ଲାଭ ହୋଇପାରେ । ଧାର୍ମିକ କାର୍ଯ୍ୟରେ ଖର୍ଚ୍ଚ କରିପାରନ୍ତି । ଅଚାନକ ଖୁସି ଖବର ମିଳିପାରେ ।
କର୍କଟ : ସମସ୍ତ କାର୍ଯ୍ୟ ସଫଳତା ପୂର୍ବକ ପୂରଣ ହେବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଥଣ୍ଡା ଏବଂ କଫ ଜନିତ ସମସ୍ୟା କଷ୍ଟ ଅନୁଭବ କରିପାରନ୍ତି । ପିଲାମାନେ ଖେଳକୁଦରେ ସମୟ ବିତାଇବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
ସିଂହ : ଦୂରସ୍ଥାନକୁ ଯାତ୍ରା କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ । ମହିଳାମାନେ ସନ୍ତାନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚିନ୍ତିତ ରହିପାରନ୍ତି । କର୍ମ ଅନୁସାରେ ଫଳ ନିଶ୍ଚୟ ମିଳିବ ।
କନ୍ୟା : ଦିନଟି ହସଖୁସିରେ ଅତିବାହିତ ହେବ । ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ । ଶତ୍ରୁମାନେ ଆପଣଙ୍କୁ ପରାସ୍ତ କରିବାକୁ ଚେଷ୍ଟା କରିବେ, କିନ୍ତୁ କିଛି କରିପାରିବେ ନାହିଁ । ପରିବାରରେ କୌଣସି ଶୁଭ କାର୍ଯ୍ୟ ଆୟୋଜନରେ ବ୍ୟସ୍ତ ରହିବେ ।
ତୁଳା : ଆର୍ଥିକ ସ୍ଥିତି ସମାନ୍ୟ ରହିବ । ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ । କଳାକାରଙ୍କୁ ନୂଆ ଫିଲ୍ମରେ କାମ କରିବା ପାଇଁ ଅଫର ଆସିପାରେ ।
ବିଛା : କିଛି ବିଶେଷ କାମରେ ଦୂରସ୍ଥାନକୁ ଯାଇପାରନ୍ତି । ଅଯଥା କାମରେ ମୁଣ୍ଡ ପୁରାନ୍ତୁ ନାହିଁ । ସରକାରୀ ଚାକିରିଆଙ୍କର ଅଫିସରେ କାମର ବୋଝ ଅଧିକ ରହିବ । ବେପାରରେ କ୍ଷତି ହୋଇପାରେ ।
ଧନୁ : ଆକସ୍ମିକ ଭାବରେ ସାଙ୍ଗଙ୍କ ସହ ବୁଲିବାକୁ ଯାଇପାରନ୍ତି । ଯାନବାହନ ଚଳାଚଳରେ ସର୍ତକ ରୁହନ୍ତୁ । ପରିଶ୍ରମ କଷ୍ଟଦାୟକ ହେଲେ ବି ତା’ର ମୂଲ୍ୟ ମିଳିବ ।
ମକର : ପିତାମାତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ନିଶ୍ଚୟ ମିଳିବ । ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତି ଆଜି କିଛି ବଡ ଡିଲ୍ କରିପାରନ୍ତି । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ୍ ହୋଇପାରେ ।
କୁମ୍ଭ : ଶୁଭ କାର୍ଯ୍ୟପାଇଁ ମନ ବଦଳାଇପାରନ୍ତି । ଫେରିବା ରାସ୍ତାରେ ଅସାବଧାନତା ହେତୁ କୌଣସି ଜିନିଷ ନଷ୍ଟ ହୋଇପାରେ । ପୁରାତନ ରୋଗରୁ ଆରୋଗ୍ୟ ଲାଭ କରିପାରନ୍ତି । ଗ୍ୟାସ କିମ୍ବା ହିଟର ବ୍ୟବହାର ସମୟରେ ସାବଧାନ ରୁହନ୍ତୁ ।
ମୀନ : କଳା, ରାଜନୀତି, ରିସର୍ଚ୍ଚ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ଦିନଟି ଖୁବ୍ ଭଲ । ନୂତନ ବିବାହ କରିଥିବା ଲୋକେ ସନ୍ତାନ ପ୍ରାପ୍ତି ନେଇ ଖୁସି ହୋଇପାରନ୍ତି । କ୍ୟାରିୟରକୁ ନେଇ ଖୁସି ଖବର ମିଳିପାରେ ।
The post ଆଜିର ରାଶିଫଳ : ଏହି ରାଶିର ଲୋକଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ appeared first on KNews Odisha.