ଆଠଗଡ଼ରେ ବଢୁଛି ବିଜେଡିର ବଳ, ଅନ୍ୟ ଦଳ ଛାଡି ଶଙ୍ଖ ଫୁଙ୍କିଲେ ଅନେକ କର୍ମୀ

ଆଠଗଡ଼ ୧୯।୦୫ : ବିଜେଡିର ମିଶ୍ରଣ ପର୍ବ । ହାତ ଛାଡି ଶଙ୍ଖ ଧରିଲେ ଖୁଣ୍ଟୁଣୀ ଅଞ୍ଚଳର କଂଗ୍ରେସ ନେତା । ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି । ଆଠଗଡ଼ ବିଜେଡ଼ିର ବଳ ସେତିକି ବଢ଼ିବାରେ ଲାଗିଛି ।   ଆଠଗଡ ନିର୍ବାଚନ ମଣ୍ଡଳୀର ଖୁଣ୍ଟୁଣୀ ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ଉପସ୍ଥିତିରେ ଆଠଗଡ଼ ନିର୍ବାଚନ ମଣ୍ଡଳୀର ଖୁଣ୍ଟୁଣୀ ପଞ୍ଚାୟତର କଂଗ୍ରେସର ଆଗ ଧାଡିର ନେତା ବିଜେଡିରେ ସାମିଲ ହୋଇଛନ୍ତି। ସେହିଭିଳି ଖୁଣ୍ଟୁଣୀ ପଞ୍ଚାୟତର ବିଜେପି ନେତ୍ରୀ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସହ ବିଧାୟକ ରାଜା ସ୍ବାଇଁଙ୍କ ବିକାଶ କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବ ସଂଗଠନକୁ ସୁଦୃଢ କରିବେ ବୋଲି ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି। 

ଆଠଗଡ଼ରେ ବଢୁଛି ବିଜେଡିର ବଳ, ଅନ୍ୟ ଦଳ ଛାଡି ଶଙ୍ଖ ଫୁଙ୍କିଲେ ଅନେକ କର୍ମୀ

ଆଠଗଡ଼ ୧୯।୦୫ : ବିଜେଡିର ମିଶ୍ରଣ ପର୍ବ । ହାତ ଛାଡି ଶଙ୍ଖ ଧରିଲେ ଖୁଣ୍ଟୁଣୀ ଅଞ୍ଚଳର କଂଗ୍ରେସ ନେତା । ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି । ଆଠଗଡ଼ ବିଜେଡ଼ିର ବଳ ସେତିକି ବଢ଼ିବାରେ ଲାଗିଛି ।   

ଆଠଗଡ ନିର୍ବାଚନ ମଣ୍ଡଳୀର ଖୁଣ୍ଟୁଣୀ ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ଉପସ୍ଥିତିରେ ଆଠଗଡ଼ ନିର୍ବାଚନ ମଣ୍ଡଳୀର ଖୁଣ୍ଟୁଣୀ ପଞ୍ଚାୟତର କଂଗ୍ରେସର ଆଗ ଧାଡିର ନେତା ବିଜେଡିରେ ସାମିଲ ହୋଇଛନ୍ତି। ସେହିଭିଳି ଖୁଣ୍ଟୁଣୀ ପଞ୍ଚାୟତର ବିଜେପି ନେତ୍ରୀ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସହ ବିଧାୟକ ରାଜା ସ୍ବାଇଁଙ୍କ ବିକାଶ କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବ ସଂଗଠନକୁ ସୁଦୃଢ କରିବେ ବୋଲି ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି।