ଆମ୍ବେଦକର ମାମଲାରେ ବିରୋଧ ବେଳେ କଂଗ୍ରେସ-ବିଜେପି ମୁହାଁମୁହିଁ, ପରସ୍ପରକୁ ଲଦିଲେ ଦୋଷ
ନୂଆଦିଲ୍ଲୀ ୧୯/୧୨: ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ପ୍ରତାପ ଷଢଙ୍ଗୀ ଆହତ । ତେବେ ରାହୁଲ ଗାନ୍ଧୀ ତାଙ୍କୁ ଠେଲିଦେଇଥିବା ଅଭିଯୋଗ କରିଛନ୍ତି ସାଂସଦ । ସାଂସଦଙ୍କ କହିବା କଥା ମୁଁ ପାହାଚ ଉପରେ ଛିଡା ହୋଇଥିଲି । ରାହୁଲ ଗାନ୍ଧୀ ଜଣେ ସାଂସଦଙ୍କୁ ଧକ୍କା ମାରିଥିଲେ । ସେହି ସାଂସଦ ମୋ ଉପରେ ପଡ଼ିଗଲେ, ଯେଉଁଥିପାଇଁ ମୁଁ ପଡ଼ିଗଲି ଏବଂ ମୁଁ ଆଘାତ ପାଇଲି । ତେବେ ସାମ୍ୱାଦିକଙ୍କ ପ୍ରଶ୍ନରେ ପ୍ରତାପ ଷଡଙ୍ଗୀ କହିଛନ୍ତି, ରାହୁଲ ସମସ୍ତଙ୍କୁ ଧକ୍କା ଦେଲେ । ଜଣେ ସାଂସଦ ଧକ୍କା ଖାଇ ମୋ ଉପରେ ପଡିଗଲେ ଆଉ ମୁଁ ତଳେ ପଡିଗଲି । ମୋ ଆଖି ପତା ଫାଟିଯାଇଛି । #WATCH | Delhi | BJP MP Pratap Chandra Sarangi says, "Rahul Gandhi pushed an MP who fell on me after which I fell down...I was standing near the stairs when Rahul Gandhi came and pushed an MP who then fell on me..." pic.twitter.com/xhn2XOvYt4— ANI (@ANI) December 19, 2024ପ୍ରତାପ ଷଢଙ୍ଗୀଙ୍କ ଅଭିଯୋଗ ପରେ ରାହୁଲ ଗାନ୍ଧୀ କହିଛନ୍ତି ଯେ କ୍ୟାମେରାରେ ସବୁକିଛି କଏଦ ହୋଇଛି । ମୁଁ ଯିବାକୁ ଚେଷ୍ଟା କରୁଥିଲି । ବିଜେପି ସାଂସଦମାନେ ମୋତେ ଧମକ ଦେଇଥିଲେ। ଖଡଗେଙ୍କୁ ମଧ୍ୟ ଠେଲି ଦେଇଥିଲେ ଆମକୁ ସଂସଦ ଯିବାକୁ ରୋକିଥିଲେ, ହେଲେ ଆମକୁ କେହି ଅଟକାଇ ପାରିବେନି । ସେ ଆହୁରି କହିଛନ୍ତି ବିଜେପି ସାଂସଦ ମାନେ ବି ଆ
ନୂଆଦିଲ୍ଲୀ ୧୯/୧୨: ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ପ୍ରତାପ ଷଢଙ୍ଗୀ ଆହତ । ତେବେ ରାହୁଲ ଗାନ୍ଧୀ ତାଙ୍କୁ ଠେଲିଦେଇଥିବା ଅଭିଯୋଗ କରିଛନ୍ତି ସାଂସଦ । ସାଂସଦଙ୍କ କହିବା କଥା ମୁଁ ପାହାଚ ଉପରେ ଛିଡା ହୋଇଥିଲି ।
ରାହୁଲ ଗାନ୍ଧୀ ଜଣେ ସାଂସଦଙ୍କୁ ଧକ୍କା ମାରିଥିଲେ । ସେହି ସାଂସଦ ମୋ ଉପରେ ପଡ଼ିଗଲେ, ଯେଉଁଥିପାଇଁ ମୁଁ ପଡ଼ିଗଲି ଏବଂ ମୁଁ ଆଘାତ ପାଇଲି ।
ତେବେ ସାମ୍ୱାଦିକଙ୍କ ପ୍ରଶ୍ନରେ ପ୍ରତାପ ଷଡଙ୍ଗୀ କହିଛନ୍ତି, ରାହୁଲ ସମସ୍ତଙ୍କୁ ଧକ୍କା ଦେଲେ । ଜଣେ ସାଂସଦ ଧକ୍କା ଖାଇ ମୋ ଉପରେ ପଡିଗଲେ ଆଉ ମୁଁ ତଳେ ପଡିଗଲି । ମୋ ଆଖି ପତା ଫାଟିଯାଇଛି ।
#WATCH | Delhi | BJP MP Pratap Chandra Sarangi says, "Rahul Gandhi pushed an MP who fell on me after which I fell down...I was standing near the stairs when Rahul Gandhi came and pushed an MP who then fell on me..." pic.twitter.com/xhn2XOvYt4— ANI (@ANI) December 19, 2024
ପ୍ରତାପ ଷଢଙ୍ଗୀଙ୍କ ଅଭିଯୋଗ ପରେ ରାହୁଲ ଗାନ୍ଧୀ କହିଛନ୍ତି ଯେ କ୍ୟାମେରାରେ ସବୁକିଛି କଏଦ ହୋଇଛି । ମୁଁ ଯିବାକୁ ଚେଷ୍ଟା କରୁଥିଲି । ବିଜେପି ସାଂସଦମାନେ ମୋତେ ଧମକ ଦେଇଥିଲେ। ଖଡଗେଙ୍କୁ ମଧ୍ୟ ଠେଲି ଦେଇଥିଲେ ଆମକୁ ସଂସଦ ଯିବାକୁ ରୋକିଥିଲେ, ହେଲେ ଆମକୁ କେହି ଅଟକାଇ ପାରିବେନି । ସେ ଆହୁରି କହିଛନ୍ତି ବିଜେପି ସାଂସଦ ମାନେ ବି ଆମକୁ ମୁକ୍କା ମାରିଛନ୍ତି ।