ଆରୋହଣ ଜରିଆରେ ନେଟ୍ୱର୍କ ବିସ୍ତାର
ନୂଆଦିଲ୍ଲୀ,୨୬।୮ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଜୀବନ ବୀମା କମ୍ପାନୀ ମ୍ୟାକ୍ସ ଲାଇଫ୍ର ନୂତନ ଅଭିଯାନ ବା ପଦକ୍ଷେପ ‘ଆରୋହଣ’ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ଅଭିଯାନ ଜରିଆରେ କମ୍ପାନୀ ପୂର୍ବ ଭାରତର ଟିୟର ୩ ଓ ୪ ସହରଗୁଡିକରେ ୨୧ଟି ନୂତନ କାର୍ଯ୍ୟାଳୟର ଆନୁଷ୍ଠାନିକ ଶୁଭାରମ୍ଭ କରିଛି। କମ୍ପାନୀର ଡିଷ୍ଟ୍ରିବ୍ୟୁଶନ ନେଟ୍ୱର୍କକୁ ବିସ୍ତାର କରିବା ପାଇଁ ‘ଆରୋହଣ’ ପଦକ୍ଷେପର ଶୁଭାରମ୍ଭ ନିକଟରେ ହୋଇଯାଇଛି। ମ୍ୟାକ୍ସ ଲାଇଫ୍ର ମୁଖ୍ୟ ବିତରଣ ଅଧିକାରୀ ସୁମିତ ମଦନ […] The post ଆରୋହଣ ଜରିଆରେ ନେଟ୍ୱର୍କ ବିସ୍ତାର appeared first on Dharitri Odia News.
ନୂଆଦିଲ୍ଲୀ,୨୬।୮ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଜୀବନ ବୀମା କମ୍ପାନୀ ମ୍ୟାକ୍ସ ଲାଇଫ୍ର ନୂତନ ଅଭିଯାନ ବା ପଦକ୍ଷେପ ‘ଆରୋହଣ’ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ଅଭିଯାନ ଜରିଆରେ କମ୍ପାନୀ ପୂର୍ବ ଭାରତର ଟିୟର ୩ ଓ ୪ ସହରଗୁଡିକରେ ୨୧ଟି ନୂତନ କାର୍ଯ୍ୟାଳୟର ଆନୁଷ୍ଠାନିକ ଶୁଭାରମ୍ଭ କରିଛି। କମ୍ପାନୀର ଡିଷ୍ଟ୍ରିବ୍ୟୁଶନ ନେଟ୍ୱର୍କକୁ ବିସ୍ତାର କରିବା ପାଇଁ ‘ଆରୋହଣ’ ପଦକ୍ଷେପର ଶୁଭାରମ୍ଭ ନିକଟରେ ହୋଇଯାଇଛି। ମ୍ୟାକ୍ସ ଲାଇଫ୍ର ମୁଖ୍ୟ ବିତରଣ ଅଧିକାରୀ ସୁମିତ ମଦନ କହିଛନ୍ତି, ମ୍ୟାକ୍ସ ଲାଇଫ୍ର ଆରୋହଣ ଅଭିଯାନ ଆଇଆର୍ଡିଏଆଇର ‘ଇନ୍ସ୍ୟୁରାନ୍ସ ଫର୍ ଅଲ୍ ବାଏ ୨୦୪୭’ ଲକ୍ଷ୍ୟ ସହ ଜଡିତ ରହିଛି, ଯାହା ତୃଣମୂଳସ୍ତରର ସମୁଦାୟଗୁଡିକୁ ସଶକ୍ତ କରୁଛି। ଏହା ଭାରତର ସୁଦୂର ଅଞ୍ଚଳଗୁଡିକରେ ବୀମା ଉପଲବ୍ଧ କରାଇବା ସହିତ ଉଦୀୟମାନ ବଜାରଗୁଡିକ ପାଇଁ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଲକ୍ଷ୍ୟ ରଖିଛି।
The post ଆରୋହଣ ଜରିଆରେ ନେଟ୍ୱର୍କ ବିସ୍ତାର appeared first on Dharitri Odia News.