ଆର୍ଥ ଆଓ୍ବାର: ଘଣ୍ଟାଏ ପାଇଁ ଚାରିଆଡ ଅନ୍ଧାର

ଭୁବନେଶ୍ୱର,୨୨ା୩: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମାର୍ଚ୍ଚ ମାସ ଶେଷ ଶନିବାର ଆର୍ଥ ଆଓ୍ବାର ଭାବେ ପାଳନ କରାଯାଏ। ଏବର୍ଷର ବିଷୟବସ୍ତୁ ରହିଛି ‘ୟୁନାଇଟେଡ୍‌ ଫର୍‌ ଆଓ୍ବାର ଓ୍ବାନ୍‌ ଶେୟାରଡ୍‌ ହୋମ୍‌’। ବିଶ୍ୱବାସୀ ରାତି ୮ଟା ୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ୧ ଘଣ୍ଟା ବିଦ୍ୟୁତ୍‌ ଆଲୁଅ ବନ୍ଦ କରି ଏହି ଆର୍ଥ ଆୱାର ପାଳନ କରିବେ। ୨୦୦୮ରୁ ଏଯାଏ ଏହି ଦିବସକୁ ସାରା ବିଶ୍ୱର ୧୯୦ଟି ଦେଶରେ ପାଳନ କରାଯାଉଛି। ଏହି ଦିନ ଆଲୋକ ସହ […] The post ଆର୍ଥ ଆଓ୍ବାର: ଘଣ୍ଟାଏ ପାଇଁ ଚାରିଆଡ ଅନ୍ଧାର appeared first on Dharitri Odia News.

ଆର୍ଥ ଆଓ୍ବାର: ଘଣ୍ଟାଏ ପାଇଁ ଚାରିଆଡ ଅନ୍ଧାର

ଭୁବନେଶ୍ୱର,୨୨ା୩: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମାର୍ଚ୍ଚ ମାସ ଶେଷ ଶନିବାର ଆର୍ଥ ଆଓ୍ବାର ଭାବେ ପାଳନ କରାଯାଏ। ଏବର୍ଷର ବିଷୟବସ୍ତୁ ରହିଛି ‘ୟୁନାଇଟେଡ୍‌ ଫର୍‌ ଆଓ୍ବାର ଓ୍ବାନ୍‌ ଶେୟାରଡ୍‌ ହୋମ୍‌’। ବିଶ୍ୱବାସୀ ରାତି ୮ଟା ୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ୧ ଘଣ୍ଟା ବିଦ୍ୟୁତ୍‌ ଆଲୁଅ ବନ୍ଦ କରି ଏହି ଆର୍ଥ ଆୱାର ପାଳନ କରିବେ।

୨୦୦୮ରୁ ଏଯାଏ ଏହି ଦିବସକୁ ସାରା ବିଶ୍ୱର ୧୯୦ଟି ଦେଶରେ ପାଳନ କରାଯାଉଛି। ଏହି ଦିନ ଆଲୋକ ସହ ସମସ୍ତ ଅନାବଶ୍ୟକ ବିଦ୍ୟୁତ୍‌ ଉପକରଣକୁ ବନ୍ଦ ରଖିବା ଦ୍ୱାରା ଯେତିକି ପରିମାଣର ବିଦ୍ୟୁତ୍‌ ସଞ୍ଚୟ ହେବ, ତାହା ସମଗ୍ର ବିଶ୍ୱର ଭବିଷ୍ୟତ ଆଲୋକିତ କରିବା ଦିଗରେ ସହାୟକ ହେବ ବୋଲି ବାର୍ତ୍ତା ରହିଛି।

The post ଆର୍ଥ ଆଓ୍ବାର: ଘଣ୍ଟାଏ ପାଇଁ ଚାରିଆଡ ଅନ୍ଧାର appeared first on Dharitri Odia News.