ଆଳିରେ ବିଜୟୀ ହେଲେ ପ୍ରତାପ ଦେବ, ୧୯ ହଜାର ୫୫୪ ଖଣ୍ଡ ଭୋଟରେ କଂଗ୍ରେସର ଦେବସ୍ମିତାଙ୍କୁ ହରାଇଲେ

ଭୁବନେଶ୍ବର : ଆଳିରୁ ବିଜୟୀ ହେଲେ ପ୍ରତାପ କେଶରୀ ଦେବ। ୧୯ ହଜାର ୫୫୪ ଖଣ୍ଡ ଭୋଟରେ ପ୍ରତାପ ଦେବ ବିଜୟୀ ହୋଇଛନ୍ତି। ପ୍ରତାପ ଦେବ କଂଗ୍ରେସର ଦେବସ୍ମିତା ଶର୍ମାଙ୍କୁ ହରାଇ ପଞ୍ଚମ ଥର ପାଇଁ ଆଳିର ବିଧାୟକ ହୋଇଛନ୍ତି। ଚଳିତ ନିର୍ବାଚନରେ ପ୍ରତାପ ଦେବଙ୍କୁ ମିଳିଛି ୭୩ ହଜାର ୩୬୬ ଭୋଟ। ପ୍ରତାପ ଦେବ ଲଗାତାର ଭାବେ ଆଳି ଆସନରୁ ବିଜୟୀ ହେଇ ଆସୁଛନ୍ତି । କେବଳ ୨୦୧୪ ମସିହାକୁ ଛାଡିଦେଲେ ୨୦୦୦ ମସିହାରୁ ସେ ଲଗାତାର […]

ଆଳିରେ ବିଜୟୀ ହେଲେ ପ୍ରତାପ ଦେବ, ୧୯ ହଜାର ୫୫୪ ଖଣ୍ଡ ଭୋଟରେ କଂଗ୍ରେସର ଦେବସ୍ମିତାଙ୍କୁ ହରାଇଲେ
Pratap Keshari Deb won from aul

ଭୁବନେଶ୍ବର : ଆଳିରୁ ବିଜୟୀ ହେଲେ ପ୍ରତାପ କେଶରୀ ଦେବ। ୧୯ ହଜାର ୫୫୪ ଖଣ୍ଡ ଭୋଟରେ ପ୍ରତାପ ଦେବ ବିଜୟୀ ହୋଇଛନ୍ତି। ପ୍ରତାପ ଦେବ କଂଗ୍ରେସର ଦେବସ୍ମିତା ଶର୍ମାଙ୍କୁ ହରାଇ ପଞ୍ଚମ ଥର ପାଇଁ ଆଳିର ବିଧାୟକ ହୋଇଛନ୍ତି।

ଚଳିତ ନିର୍ବାଚନରେ ପ୍ରତାପ ଦେବଙ୍କୁ ମିଳିଛି ୭୩ ହଜାର ୩୬୬ ଭୋଟ। ପ୍ରତାପ ଦେବ ଲଗାତାର ଭାବେ ଆଳି ଆସନରୁ ବିଜୟୀ ହେଇ ଆସୁଛନ୍ତି । କେବଳ ୨୦୧୪ ମସିହାକୁ ଛାଡିଦେଲେ ୨୦୦୦ ମସିହାରୁ ସେ ଲଗାତାର ବିଜୟ ହେଇ ଆସୁଛନ୍ତି । ଏଠାରେ ଏଥର ମଧ୍ୟ କଡା ଟକ୍କର ଦେଖିବାକୁ ମିଳିଥିଲା ।