ଆଶାସାଗର ନବୀକରଣ ଶୁଭ ଦେଲେ ଭବାନୀପାଟଣା ପୌରାଧ୍ୟକ୍ଷା
କଳାହାଣ୍ଡି,୦୯/୦୧-କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣା ସହର ବାସୀଙ୍କ ସ୍ବପ୍ନ ସ୍ୱଚ୍ଛ ଓ ସୁନ୍ଦର ଆଶା ସାଗର ଜଳାଶୟ। ଏହାର ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ ସମୟରେ ଦାବି ହୋଇଆସୁଥିଲା। ତେବେ ବିଳମ୍ବରେ ହେଉ ପଛକେ ସହର ଉପକଣ୍ଠରେ ଥିବା ଐତିହାସିକ ଆଶା ସାଗରର ନବୀକରଣ ପାଇଁ ବାଟ ଫିଟିଛି। ଏହାର ନବୀକରଣ ପାଇଁ ସରକାରୀ ଅନୁଦାନ ମିଳିଥିବାବେଳେ ଆଶା ସାଗରର ନବୀକରଣ ପାଇଁ ଆଜି ଭବାନୀପାଟଣା ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା ଶୁଭ ଦେଇଛନ୍ତି। ଏହି ଅବସରରେ ପୌର କାର୍ଯ୍ୟନିର୍ବାହୀ […] The post ଆଶାସାଗର ନବୀକରଣ ଶୁଭ ଦେଲେ ଭବାନୀପାଟଣା ପୌରାଧ୍ୟକ୍ଷା appeared first on Odisha.News.
କଳାହାଣ୍ଡି,୦୯/୦୧-କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣା ସହର ବାସୀଙ୍କ ସ୍ବପ୍ନ ସ୍ୱଚ୍ଛ ଓ ସୁନ୍ଦର ଆଶା ସାଗର ଜଳାଶୟ। ଏହାର ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ ସମୟରେ ଦାବି ହୋଇଆସୁଥିଲା। ତେବେ ବିଳମ୍ବରେ ହେଉ ପଛକେ ସହର ଉପକଣ୍ଠରେ ଥିବା ଐତିହାସିକ ଆଶା ସାଗରର ନବୀକରଣ ପାଇଁ ବାଟ ଫିଟିଛି। ଏହାର ନବୀକରଣ ପାଇଁ ସରକାରୀ ଅନୁଦାନ ମିଳିଥିବାବେଳେ ଆଶା ସାଗରର ନବୀକରଣ ପାଇଁ ଆଜି ଭବାନୀପାଟଣା ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା ଶୁଭ ଦେଇଛନ୍ତି। ଏହି ଅବସରରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ସତ୍ୟସମ୍ପର୍ଣ୍ଣା ରାଉତ, ପୌରଯନ୍ତ୍ରୀ ବୀରସିଂ ବିରୋଲି, କନିଷ୍ଠଯନ୍ତ୍ରୀ ରାଧାମୋହନ ରାୟଙ୍କ ସହିତ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ଥିଲେ।
The post ଆଶାସାଗର ନବୀକରଣ ଶୁଭ ଦେଲେ ଭବାନୀପାଟଣା ପୌରାଧ୍ୟକ୍ଷା appeared first on Odisha.News.