ଆଶ୍ରମ ସ୍କୁଲରେ ଭୂତ ଭୟ, ହଷ୍ଟେଲ୍ ଛାଡିଲେ ୬୩ ଛାତ୍ରଛାତ୍ରୀ !

ମାଥିଲି ୧୭।୦୮ : ହଷ୍ଟେଲ୍‌ରେ ଭୂତ ଭୟ । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ କଦମଗୁଡ଼ା ଆଶ୍ରମ ବିଦ୍ୟାଳୟରେ ଦେଖାଦେଇଛି ଭୂତ ଭୟ । ଯାହାଫଳରେ ୬୩ ଜଣ ଛାତ୍ରଛାତ୍ରୀ ହେଷ୍ଟଲ ଛାଡିଥିବା ସୂଚନା ମିଳିଛି । ଖବର ଅନୁଯାୟୀ, କଦମଗୁଡ଼ା ଆଶ୍ରମ ବିଦ୍ୟାଳୟର ହଷ୍ଟେଲ୍‌ରେ ଶୁକ୍ରବାର ରାତି ଠାରୁ ୬୩ ଜଣ ଛାତ୍ରଛାତ୍ରୀ ଭୟଭୀତ ହୋଇ ରହିଥିଲେ । ହଷ୍ଟେଲ୍‌ରେ ଭୂତ ଭୟରେ ସମସ୍ତ ଛାତ୍ରଛାତ୍ରୀ ଭୟଭୀତ ହୋଇ ରହିଥିଲେ । ଶେଷରେ ବାଧ୍ୟ ହୋଇ ସ୍କୁଲ କର୍ତ୍ତୃପକ୍ଷ ସମସ୍ତଙ୍କୁ ଅନ୍ୟତ୍ର ଏକ ହଷ୍ଟେଲ୍‌କୁ ସ୍ଥାନାନ୍ତରିତ କରାଯାଇଛି । 

ଆଶ୍ରମ ସ୍କୁଲରେ ଭୂତ ଭୟ, ହଷ୍ଟେଲ୍ ଛାଡିଲେ ୬୩ ଛାତ୍ରଛାତ୍ରୀ !

ମାଥିଲି ୧୭।୦୮ : ହଷ୍ଟେଲ୍‌ରେ ଭୂତ ଭୟ । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ କଦମଗୁଡ଼ା ଆଶ୍ରମ ବିଦ୍ୟାଳୟରେ ଦେଖାଦେଇଛି ଭୂତ ଭୟ । ଯାହାଫଳରେ ୬୩ ଜଣ ଛାତ୍ରଛାତ୍ରୀ ହେଷ୍ଟଲ ଛାଡିଥିବା ସୂଚନା ମିଳିଛି । 

ଖବର ଅନୁଯାୟୀ, କଦମଗୁଡ଼ା ଆଶ୍ରମ ବିଦ୍ୟାଳୟର ହଷ୍ଟେଲ୍‌ରେ ଶୁକ୍ରବାର ରାତି ଠାରୁ ୬୩ ଜଣ ଛାତ୍ରଛାତ୍ରୀ ଭୟଭୀତ ହୋଇ ରହିଥିଲେ । ହଷ୍ଟେଲ୍‌ରେ ଭୂତ ଭୟରେ ସମସ୍ତ ଛାତ୍ରଛାତ୍ରୀ ଭୟଭୀତ ହୋଇ ରହିଥିଲେ । ଶେଷରେ ବାଧ୍ୟ ହୋଇ ସ୍କୁଲ କର୍ତ୍ତୃପକ୍ଷ ସମସ୍ତଙ୍କୁ ଅନ୍ୟତ୍ର ଏକ ହଷ୍ଟେଲ୍‌କୁ ସ୍ଥାନାନ୍ତରିତ କରାଯାଇଛି ।