ରୋଷେଇ ବେଳେ ଫାଟିଗଲା ଗ୍ୟାସ୍ ସିଲିଣ୍ଡର, ଗୋଟିଏ ପରିବାରର ୫ ଗୁରୁତର
ଅନୁଗୋଳ ୩।୪: ରୋଷେଇ କରିବା ବେଳେ ଫାଟିଗଲା ଗ୍ୟାସ୍ ସିଲିଣ୍ଡର । ୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।ସୂଚନାଯୋଗ୍ୟ ଯେ, ଅନୁଗୋଳ ତଳମୂଳ ପାଟଣାସାହିରେ ଘରୋଇ ଗ୍ୟାସ୍ ସିଲିଣ୍ଡର ଫାଟି ୫ ଜଣ ଗୁରୁତର ହୋଇଛନ୍ତି । ଘରେ ରୋଷେଇ କରୁଥିବା ସମୟରେ ପାଇପ୍ରେ ନିଆଁ ଲାଗିବା ପରେ ଟାଙ୍କି ଫାଟି ଯାଇଥିଲା । ଦୁର୍ଘଟଣା ଫଳରେ ସୁମିତ୍ରା ସାହୁ, ସର୍ବେଶ୍ଵର ସାହୁ, ରଞ୍ଜିତ ସାହୁ, ବାବୁଲା ସାହୁ, ତପସ୍ବୀନି ସାହୁ ଗୁରୁତର ହୋଇଛନ୍ତି । ଏମାନଙ୍କୁ ଆନୁଗୋଳ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏମାନେ ସମସ୍ତେ ଗୋଟିଏ ପରିବାରର । ସୁମିତ୍ରା ସାହୁ ଏବଂ ସର୍ବେଶ୍ଵର ଉଭୟ ସ୍ବାମୀ-ସ୍ତ୍ରୀ । ଏମାନଙ୍କର ପୁଅ ରଞ୍ଜିତ ସାହୁ ମଧ୍ୟ ଗୁରୁତର ରହିଛନ୍ତି । ବାବୁଲା ସାହୁ ଏବଂ ତପସ୍ବିନୀ ସାହୁ ଉଭୟ ସ୍ବାମୀ-ସ୍ତ୍ରୀ ।You Can Read :ବିଜେପି ଛାଡି ବିଜେଡିରେ ଯୋଗଦେଲେ ଭୃଗୁ ବକ୍ସିପାତ୍ର
ଅନୁଗୋଳ ୩।୪: ରୋଷେଇ କରିବା ବେଳେ ଫାଟିଗଲା ଗ୍ୟାସ୍ ସିଲିଣ୍ଡର । ୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ, ଅନୁଗୋଳ ତଳମୂଳ ପାଟଣାସାହିରେ ଘରୋଇ ଗ୍ୟାସ୍ ସିଲିଣ୍ଡର ଫାଟି ୫ ଜଣ ଗୁରୁତର ହୋଇଛନ୍ତି । ଘରେ ରୋଷେଇ କରୁଥିବା ସମୟରେ ପାଇପ୍ରେ ନିଆଁ ଲାଗିବା ପରେ ଟାଙ୍କି ଫାଟି ଯାଇଥିଲା । ଦୁର୍ଘଟଣା ଫଳରେ ସୁମିତ୍ରା ସାହୁ, ସର୍ବେଶ୍ଵର ସାହୁ, ରଞ୍ଜିତ ସାହୁ, ବାବୁଲା ସାହୁ, ତପସ୍ବୀନି ସାହୁ ଗୁରୁତର ହୋଇଛନ୍ତି । ଏମାନଙ୍କୁ ଆନୁଗୋଳ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏମାନେ ସମସ୍ତେ ଗୋଟିଏ ପରିବାରର । ସୁମିତ୍ରା ସାହୁ ଏବଂ ସର୍ବେଶ୍ଵର ଉଭୟ ସ୍ବାମୀ-ସ୍ତ୍ରୀ । ଏମାନଙ୍କର ପୁଅ ରଞ୍ଜିତ ସାହୁ ମଧ୍ୟ ଗୁରୁତର ରହିଛନ୍ତି । ବାବୁଲା ସାହୁ ଏବଂ ତପସ୍ବିନୀ ସାହୁ ଉଭୟ ସ୍ବାମୀ-ସ୍ତ୍ରୀ ।
You Can Read :
ବିଜେପି ଛାଡି ବିଜେଡିରେ ଯୋଗଦେଲେ ଭୃଗୁ ବକ୍ସିପାତ୍ର