ଆସନ୍ତା ୨୪ ଘଂଟାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା
ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମୀ ଅପସରି ଯାଇଥିବା ବେଳେ ଉତ୍ତରପୂର୍ବ ଅଂଚଳରେ ଏହା ସକ୍ରିୟ ରହିବା ଫଳରେ ତାମିଲନାଡୁ ସହ ଦକ୍ଷିଣ ଭାରତ ରାଜ୍ୟଗୁଡ଼ିକରେ ବର୍ଷା ହେଉଛି । ପ୍ରଭାବରେ ଓଡ଼ିଶାରେ କୌଣସି ପ୍ରଭାବ ନଥିବା ବେଳେ ଦକ୍ଷିଣ ଓଡ଼ିଶାରେ କାଁଭାଁ ସ୍ଥାନରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ହେଲେ ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବାସ ବେଳେ ପାଗ ମୁଖ୍ୟତ ଶୁଖିଲା ରହିବ। କିନ୍ତୁ ପୂର୍ବ ଦିଗରୁ ହେଉଥିବା ବାୟୁ […] The post ଆସନ୍ତା ୨୪ ଘଂଟାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା appeared first on KNews Odisha.

ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମୀ ଅପସରି ଯାଇଥିବା ବେଳେ ଉତ୍ତରପୂର୍ବ ଅଂଚଳରେ ଏହା ସକ୍ରିୟ ରହିବା ଫଳରେ ତାମିଲନାଡୁ ସହ ଦକ୍ଷିଣ ଭାରତ ରାଜ୍ୟଗୁଡ଼ିକରେ ବର୍ଷା ହେଉଛି । ପ୍ରଭାବରେ ଓଡ଼ିଶାରେ କୌଣସି ପ୍ରଭାବ ନଥିବା ବେଳେ ଦକ୍ଷିଣ ଓଡ଼ିଶାରେ କାଁଭାଁ ସ୍ଥାନରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ହେଲେ ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବାସ ବେଳେ ପାଗ ମୁଖ୍ୟତ ଶୁଖିଲା ରହିବ।
କିନ୍ତୁ ପୂର୍ବ ଦିଗରୁ ହେଉଥିବା ବାୟୁ ପ୍ରବାହ ଯୋଗୁ ଆଦ୍ରତା ର ପରିମାଣ ଅଧିକ ରହୁଥିବାରୁ କିଛି ସ୍ଥାନରେ ମେଘୁଆ ପାଗ ସହ ଗୋଟେ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଦେଇଛି ବିଭାଗ। ଆସନ୍ତା ୨୪ ଘଂଟାରେ ମୟୁରଭଞ୍ଜ, କେନ୍ଦୁଝର ,ବାଲେଶ୍ୱର, ଭଦ୍ରକ ,ସୁନ୍ଦରଗଡ ,ଗଂଜାମ, ରାୟଗଡା, କୋରାପୁଟ, ମାଲକାନଗିରି ଓ ଗଜପତିରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ।
The post ଆସନ୍ତା ୨୪ ଘଂଟାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା appeared first on KNews Odisha.