ଆସିଲା ଖୁସି ଖବର: ସୁସ୍ଥ ହୋଇ ଘରକୁ ଫେରିଲେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ
ମୁମାଇ ୧୩।୦୨: ବଲିଉଡର ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଶେଷରେ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସୁଥିବାର ଦେଖି ତାଙ୍କୁ ଡାକ୍ତର ଡିସଚାର୍ଜ କରିଛନ୍ତିି। ସେ କହିଛନ୍ତି, ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭଲ ଏବଂ ସୁସ୍ଥ ଅଛନ୍ତି। ସୂଚନାଯୋଗ୍ୟ, ମିଥୁନ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କୋଲକାତାର ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ପ୍ରଥମେ ରିପୋର୍ଟ ଆସିଥିଲା। ହେଲେ କିଛି ସମୟ ପୂର୍ବରୁ ତାଙ୍କ ପୁଅ ମହାକ୍ଷୟ ଚକ୍ରବର୍ତ୍ତୀ ସବୁକିଛି […] The post ଆସିଲା ଖୁସି ଖବର: ସୁସ୍ଥ ହୋଇ ଘରକୁ ଫେରିଲେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ appeared first on Dharitri Odia News.
ମୁମାଇ ୧୩।୦୨: ବଲିଉଡର ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଶେଷରେ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସୁଥିବାର ଦେଖି ତାଙ୍କୁ ଡାକ୍ତର ଡିସଚାର୍ଜ କରିଛନ୍ତିି। ସେ କହିଛନ୍ତି, ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭଲ ଏବଂ ସୁସ୍ଥ ଅଛନ୍ତି।
ସୂଚନାଯୋଗ୍ୟ, ମିଥୁନ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କୋଲକାତାର ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ପ୍ରଥମେ ରିପୋର୍ଟ ଆସିଥିଲା। ହେଲେ କିଛି ସମୟ ପୂର୍ବରୁ ତାଙ୍କ ପୁଅ ମହାକ୍ଷୟ ଚକ୍ରବର୍ତ୍ତୀ ସବୁକିଛି ଗୁଜବ ବୋଲି କହିଥିଲେ। ହେଲେ ଏବେ ଡାକ୍ତରଖାନା ତରଫରୁ ଜାରି କରାଯାଇଥିବା ସୂଚନାରେ ଅଭିନେତାଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିବା ଜଣାପଡ଼ିଥିଲା।
The post ଆସିଲା ଖୁସି ଖବର: ସୁସ୍ଥ ହୋଇ ଘରକୁ ଫେରିଲେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ appeared first on Dharitri Odia News.