ଇନ୍‌ଫୋସିଟି ଛକରେ ଡିଭାଇଡର ଡେଇଁ କାର୍‌କୁ ପିଟିଲା କାର୍, ୩ଯୁବତୀ ଆହତ, ଥାନାରେ ୨ଯୁବକ ଅଟକ

ଭୁବନେଶ୍ବର ୨୯/୩: ରାଜଧାନୀରେ ପୁଣି ଦୁର୍ଘଟଣା । ଇନ୍‌ଫୋସିଟି ଛକରେ ଫର୍ଚୁନର କାର୍‌ ଧକ୍କାରେ ଡିଜାୟାର କାର୍‌ ଚେପା । ଡିଭାଇଡର ଡେଇଁ ଫର୍ଚ୍ୟୁନର ଡିଜାୟାର କାରକୁ ଧକ୍କା ଦେଇଛି । ଦୁର୍ଘଟଣାରେ ଡିଜାୟାର କାରରେ ଥିବା ୩ ଯୁବତୀ ଆହତ ହୋଇଛନ୍ତି । ସେମାନଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ଚକ୍‌ମା ଦେଇ ଖସିଯାଉଥିଲେ ୨ ଯୁବକ । ସେମାନଙ୍କୁ ଗୋଡାଇ ଗୋଡାଇ ଧରିଛି ପିସିଆର୍‌ । ଚନ୍ଦ୍ରଶେଖରପୁର ଥାନା ପୋଲିସ ୨ଟି ଗାଡି ଜବତ କରିବା ସହ ୨ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।   

ଇନ୍‌ଫୋସିଟି ଛକରେ ଡିଭାଇଡର ଡେଇଁ କାର୍‌କୁ ପିଟିଲା କାର୍, ୩ଯୁବତୀ ଆହତ, ଥାନାରେ ୨ଯୁବକ ଅଟକ

ଭୁବନେଶ୍ବର ୨୯/୩: ରାଜଧାନୀରେ ପୁଣି ଦୁର୍ଘଟଣା । ଇନ୍‌ଫୋସିଟି ଛକରେ ଫର୍ଚୁନର କାର୍‌ ଧକ୍କାରେ ଡିଜାୟାର କାର୍‌ ଚେପା । ଡିଭାଇଡର ଡେଇଁ ଫର୍ଚ୍ୟୁନର ଡିଜାୟାର କାରକୁ ଧକ୍କା ଦେଇଛି । ଦୁର୍ଘଟଣାରେ ଡିଜାୟାର କାରରେ ଥିବା ୩ ଯୁବତୀ ଆହତ ହୋଇଛନ୍ତି । ସେମାନଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଛି । 

ଦୁର୍ଘଟଣା ପରେ ଚକ୍‌ମା ଦେଇ ଖସିଯାଉଥିଲେ ୨ ଯୁବକ । ସେମାନଙ୍କୁ ଗୋଡାଇ ଗୋଡାଇ ଧରିଛି ପିସିଆର୍‌ । ଚନ୍ଦ୍ରଶେଖରପୁର ଥାନା ପୋଲିସ ୨ଟି ଗାଡି ଜବତ କରିବା ସହ ୨ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।