ଇରାନରେ ୯ ପାକସ୍ତାନୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା

ଇସ୍‌ଲାମାବାଦ,୨୮।୧: ପାକିସ୍ତାନ ଓ ଇରାନ ମଧ୍ୟରେ ସୀମାପାର ଆକ୍ରମଣକୁ ନେଇ ପୁଣି ଉତ୍ତେଜନା ପରିସ୍ଥିତି ଦେଖାଦେଇଛି। ଇରାନରେ ଥିବା ପାକିସ୍ତାନୀ ଶ୍ରମିକଙ୍କ ଉପରେ ବୀଭତ୍ସ ଆକ୍ରମଣ ହୋଇଛି। ଏଥିରେ ୯ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା େବେଳ ଏହାର ତଦନ୍ତ ପାଇଁ ଇସ୍‌ଲାମାବାଦ ଦାବି କରିଛି। ପାକ୍‌ ସୀମାକୁ ଲାଗିଥିବା ଇରାନର ସିସ୍ତାନ-ବେଲୁଚିସ୍ତାନ ପ୍ରଦେଶରେ କେେତେକ ଆକ୍ରମଣକାରୀ ଆଖିବୁଜା ଗୁଳି ଚଳାଇବାରୁ ୯ଜଣ ପାକିସ୍ତାନୀ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଆହତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଆକ୍ରମଣ […] The post ଇରାନରେ ୯ ପାକସ୍ତାନୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା appeared first on Dharitri Odia News.

ଇରାନରେ ୯ ପାକସ୍ତାନୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା

ଇସ୍‌ଲାମାବାଦ,୨୮।୧: ପାକିସ୍ତାନ ଓ ଇରାନ ମଧ୍ୟରେ ସୀମାପାର ଆକ୍ରମଣକୁ ନେଇ ପୁଣି ଉତ୍ତେଜନା ପରିସ୍ଥିତି ଦେଖାଦେଇଛି। ଇରାନରେ ଥିବା ପାକିସ୍ତାନୀ ଶ୍ରମିକଙ୍କ ଉପରେ ବୀଭତ୍ସ ଆକ୍ରମଣ ହୋଇଛି। ଏଥିରେ ୯ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା େବେଳ ଏହାର ତଦନ୍ତ ପାଇଁ ଇସ୍‌ଲାମାବାଦ ଦାବି କରିଛି।

ପାକ୍‌ ସୀମାକୁ ଲାଗିଥିବା ଇରାନର ସିସ୍ତାନ-ବେଲୁଚିସ୍ତାନ ପ୍ରଦେଶରେ କେେତେକ ଆକ୍ରମଣକାରୀ ଆଖିବୁଜା ଗୁଳି ଚଳାଇବାରୁ ୯ଜଣ ପାକିସ୍ତାନୀ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଆହତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଆକ୍ରମଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି। ଅନ୍ୟପକ୍ଷେ ପାକ୍‌ କର୍ତ୍ତୃପକ୍ଷ ଇରାନ୍‌ ଅଧିକାରୀଙ୍କ ସହ ଯୋଗାଯୋଗ କରି ମାମଲାର ତୁରନ୍ତ ତଦନ୍ତ ଦାବି କରିଛନ୍ତି।

The post ଇରାନରେ ୯ ପାକସ୍ତାନୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା appeared first on Dharitri Odia News.