ଇସ୍ରାଏଲ୍‌ରେ ୟୁଏସ୍‌ କେନ୍ଦ୍ରୀୟ କମାଣ୍ଡ ମୁଖ୍ୟ

ଜେରୁଜେଲମ୍‌,୭ା୧୦: ଇରାନର ରକେଟ ଆକ୍ରମଣର ଠିକଣା ଜବାବ ଦେବା ଲାଗି ଇସ୍ରାଏଲୀ ଡିଫେନ୍ସ ଫୋର୍ସ (ଆଇଡିଏଫ୍‌) ଜୋର୍‌ଦାର ପ୍ରସ୍ତୁତି ଚଳାଇଥିବାବେଳେ ଆମେରିକାର କେନ୍ଦ୍ରୀୟ କମାଣ୍ଡ (ସେଣ୍ଟକମ୍‌) ମୁଖ୍ୟ ଜେନେରାଲ ମାଇକେଲ ଇ. କୁରିଲା ଶନିବାର ଇସ୍ରାଏଲ୍‌ରେ ପହଞ୍ଚତ୍ଛନ୍ତି। ତାଙ୍କର ଏହି ଗସ୍ତ ଇସ୍ରାଏଲ୍‌ ଏବଂ ଏହାର ଅଞ୍ଚଳିକ ସହଯୋଗୀମାନଙ୍କ ମଧ୍ୟରେ ସହଯୋଗ ବଢ଼ାଇବ ବୋଲି କୁହାଯାଉଛି। ଇରାନ ବିରୋଧରେ ଜୋର୍‌ଦାର ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତିରେ ଆମେ ଅଧିକ ସମୟ ଓ ସମ୍ବଳ ବିନିଯୋଗ କରୁଥିବା ଆଇଡିଏଫ୍‌ ମୁଖପାତ୍ର […] The post ଇସ୍ରାଏଲ୍‌ରେ ୟୁଏସ୍‌ କେନ୍ଦ୍ରୀୟ କମାଣ୍ଡ ମୁଖ୍ୟ appeared first on Dharitri Odia News.

ଇସ୍ରାଏଲ୍‌ରେ ୟୁଏସ୍‌ କେନ୍ଦ୍ରୀୟ କମାଣ୍ଡ ମୁଖ୍ୟ

ଜେରୁଜେଲମ୍‌,୭ା୧୦: ଇରାନର ରକେଟ ଆକ୍ରମଣର ଠିକଣା ଜବାବ ଦେବା ଲାଗି ଇସ୍ରାଏଲୀ ଡିଫେନ୍ସ ଫୋର୍ସ (ଆଇଡିଏଫ୍‌) ଜୋର୍‌ଦାର ପ୍ରସ୍ତୁତି ଚଳାଇଥିବାବେଳେ ଆମେରିକାର କେନ୍ଦ୍ରୀୟ କମାଣ୍ଡ (ସେଣ୍ଟକମ୍‌) ମୁଖ୍ୟ ଜେନେରାଲ ମାଇକେଲ ଇ. କୁରିଲା ଶନିବାର ଇସ୍ରାଏଲ୍‌ରେ ପହଞ୍ଚତ୍ଛନ୍ତି। ତାଙ୍କର ଏହି ଗସ୍ତ ଇସ୍ରାଏଲ୍‌ ଏବଂ ଏହାର ଅଞ୍ଚଳିକ ସହଯୋଗୀମାନଙ୍କ ମଧ୍ୟରେ ସହଯୋଗ ବଢ଼ାଇବ ବୋଲି କୁହାଯାଉଛି। ଇରାନ ବିରୋଧରେ ଜୋର୍‌ଦାର ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତିରେ ଆମେ ଅଧିକ ସମୟ ଓ ସମ୍ବଳ ବିନିଯୋଗ କରୁଥିବା ଆଇଡିଏଫ୍‌ ମୁଖପାତ୍ର କହିଛନ୍ତି। ଇରାନ ଆକ୍ରମଣର ଗମ୍ଭୀର ପରିଣତି ଭୋଗିବାକୁ ପଡ଼ିବ ବୋଲି ଇସ୍ରାଏଲ୍‌ ଚେତାବନୀ ଦେଇଛି।

The post ଇସ୍ରାଏଲ୍‌ରେ ୟୁଏସ୍‌ କେନ୍ଦ୍ରୀୟ କମାଣ୍ଡ ମୁଖ୍ୟ appeared first on Dharitri Odia News.