ଉତ୍କର୍ଷ ଓଡ଼ିଶା କନକ୍ଳେଭରେ ଓଡ଼ିଶାକୁ ପୁଞ୍ଜି ବର୍ଷା

ଭୁବନେଶ୍ୱର:ଉତ୍କର୍ଷ ଓଡ଼ିଶା କନକ୍ଳେଭରେ ଓଡ଼ିଶାକୁ ପୁଞ୍ଜି ବର୍ଷା। ୧୬ ଲକ୍ଷ ୭୩ ହଜାର କୋଟିର ପୁଞ୍ଜି ନିବେଶ ଆଗ୍ରହ ଦେଖିବାକୁ ମିଳିଛି । ୧୨ ଲକ୍ଷ ୮୮ ହଜାର ନିଯୁକ୍ତି ସମ୍ଭାବନାରହିଛି । ସ୍ବାକ୍ଷର ହେଲା ୧୪୫ MOU । ଉତ୍କର୍ଷ ଓଡ଼ିଶା କନକ୍ଲେଭରୁ ରାଜ୍ୟ ସରକାରଙ୍କୁ ମିଳିଛି ଏଭଳି ବଡ଼ ନିବେଶ ପ୍ରତିଶୃତି।ଶିଳ୍ପ ବିଭାଗ ପାଇଁ ୮୧ MOU, ଆସିବ ୭ ଲକ୍ଷ ୮୫ ହଜାର କୋଟି।ଶକ୍ତି ବିଭାଗ ପାଇଁ ୨୫ MOU, ଆସିବ ୪ […]

ଉତ୍କର୍ଷ ଓଡ଼ିଶା କନକ୍ଳେଭରେ ଓଡ଼ିଶାକୁ ପୁଞ୍ଜି ବର୍ଷା

ଭୁବନେଶ୍ୱର:ଉତ୍କର୍ଷ ଓଡ଼ିଶା କନକ୍ଳେଭରେ ଓଡ଼ିଶାକୁ ପୁଞ୍ଜି ବର୍ଷା। ୧୬ ଲକ୍ଷ ୭୩ ହଜାର କୋଟିର ପୁଞ୍ଜି ନିବେଶ ଆଗ୍ରହ ଦେଖିବାକୁ ମିଳିଛି । ୧୨ ଲକ୍ଷ ୮୮ ହଜାର ନିଯୁକ୍ତି ସମ୍ଭାବନାରହିଛି । ସ୍ବାକ୍ଷର ହେଲା ୧୪୫ MOU । ଉତ୍କର୍ଷ ଓଡ଼ିଶା କନକ୍ଲେଭରୁ ରାଜ୍ୟ ସରକାରଙ୍କୁ ମିଳିଛି ଏଭଳି ବଡ଼ ନିବେଶ ପ୍ରତିଶୃତି।ଶିଳ୍ପ ବିଭାଗ ପାଇଁ ୮୧ MOU, ଆସିବ ୭ ଲକ୍ଷ ୮୫ ହଜାର କୋଟି।ଶକ୍ତି ବିଭାଗ ପାଇଁ ୨୫ MOU, ଆସିବ ୪ ଲକ୍ଷ ୨୫ ହଜାର କୋଟି। ବୟନ, ହସ୍ତତନ୍ତ ପାଇଁ ୧୧ MOU; ଆସିବ ୭ ହଜାର କୋଟି
ସେହିପରି କୃଷି ଓ MSME ପାଇଁ ୨୧ MOU; ଆସିବ ୧୭୪୨ କୋଟି ନିବେଶ ଆସିବ।