ଉମାକାନ୍ତ ଖୋର୍ଦ୍ଧା ଜିଲା ବିଜେଡି ଉପସଭାପତି

ଭୁବନେଶ୍ୱର,୨ା୩(ଅନିଲ ଦାସ): ବିଜୁ ଜନତା ଜଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଉମାକାନ୍ତ ପଟ୍ଟନାୟକଙ୍କୁ ଖୋର୍ଦ୍ଧା ଜିଲା ବିଜେଡି ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ଶୁକ୍ରବାର ବିଜେଡି ପକ୍ଷରୁ ଜାରି ପ୍ରେସ ଇସ୍ତାହାରେ ଏହି ସୂଚନା ଦିଆଯାଇଛି। ଏଥିସହିତ କେନ୍ଦୁଝର ଜିଲାର ୪ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜୁ ଛାତ୍ର ଜନତା ଦଳର ସହ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ଚମ୍ପୂଆ ନିର୍ବାଚନ ମଣ୍ଡଳୀ ପାଇଁ ଅଭିଶେଷ ବେହେରାଙ୍କୁ ସଂଯୋଜକ ଭାବେ […] The post ଉମାକାନ୍ତ ଖୋର୍ଦ୍ଧା ଜିଲା ବିଜେଡି ଉପସଭାପତି appeared first on Dharitri Odia News.

ଉମାକାନ୍ତ ଖୋର୍ଦ୍ଧା ଜିଲା ବିଜେଡି ଉପସଭାପତି

ଭୁବନେଶ୍ୱର,୨ା୩(ଅନିଲ ଦାସ): ବିଜୁ ଜନତା ଜଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଉମାକାନ୍ତ ପଟ୍ଟନାୟକଙ୍କୁ ଖୋର୍ଦ୍ଧା ଜିଲା ବିଜେଡି ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ଶୁକ୍ରବାର ବିଜେଡି ପକ୍ଷରୁ ଜାରି ପ୍ରେସ ଇସ୍ତାହାରେ ଏହି ସୂଚନା ଦିଆଯାଇଛି। ଏଥିସହିତ କେନ୍ଦୁଝର ଜିଲାର ୪ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜୁ ଛାତ୍ର ଜନତା ଦଳର ସହ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ଚମ୍ପୂଆ ନିର୍ବାଚନ ମଣ୍ଡଳୀ ପାଇଁ ଅଭିଶେଷ ବେହେରାଙ୍କୁ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଆନନ୍ଦପୁର ପାଇଁ ଅମରେନ୍ଦ୍ର ଧଳ, କେନ୍ଦୁଝର ସଦର ପାଇଁ ନାରାୟଣ ସିଂ ଏବଂ ତେଲକୋଇ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଦିନବନ୍ଧୁ ପତିଙ୍କୁ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି।

The post ଉମାକାନ୍ତ ଖୋର୍ଦ୍ଧା ଜିଲା ବିଜେଡି ଉପସଭାପତି appeared first on Dharitri Odia News.