ଋଷରେ ଥିବା ଭାରତୀୟଙ୍କୁ ସତର୍କତା ଅବଲମ୍ବନ କରିବାକୁ କେନ୍ଦ୍ର ସରକାରଙ୍କ ପରାମର୍ଶ

ଡେସ୍କ: ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଋଷରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ଉପଯୁକ୍ତ ସତର୍କତା ଅବଲମ୍ବନ କରିବାକୁ ଏବଂ ସଂଘର୍ଷକୁ ଏଡ଼ାଇବାକୁ ଅନୁରୋଧ କରିଛି। ଋଷରେ ଫସି ରହିଥିବା ଭାରତୀୟଙ୍କ ସମ୍ପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଯେ କିଛି ଭାରତୀୟ ନାଗରିକ ଋଷ ସେନାରେ ସହାୟକ ଭାବେ ନିୟୋଜିତ ଥିଲେ। ସେମାନଙ୍କୁ ମୁକ୍ତ କରିବା ନେଇ ଭାରତୀୟ ଦୂତାବାସ ଋଷ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଛି ବୋଲି […]

ଋଷରେ ଥିବା ଭାରତୀୟଙ୍କୁ ସତର୍କତା ଅବଲମ୍ବନ କରିବାକୁ କେନ୍ଦ୍ର ସରକାରଙ୍କ ପରାମର୍ଶ

ଡେସ୍କ: ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଋଷରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ଉପଯୁକ୍ତ ସତର୍କତା ଅବଲମ୍ବନ କରିବାକୁ ଏବଂ ସଂଘର୍ଷକୁ ଏଡ଼ାଇବାକୁ ଅନୁରୋଧ କରିଛି। ଋଷରେ ଫସି ରହିଥିବା ଭାରତୀୟଙ୍କ ସମ୍ପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଯେ କିଛି ଭାରତୀୟ ନାଗରିକ ଋଷ ସେନାରେ ସହାୟକ ଭାବେ ନିୟୋଜିତ ଥିଲେ। ସେମାନଙ୍କୁ ମୁକ୍ତ କରିବା ନେଇ ଭାରତୀୟ ଦୂତାବାସ ଋଷ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଛି ବୋଲି ସେ କହିଛନ୍ତି।

ପେଟିଏମ୍ ଗ୍ରାହକଙ୍କ ପାଇଁ ଖୁସି ଖବର – ଆସିପାରେ ନୂଆ ଆପ