ଏକତରଫା ଜିତିଲେ ଭତ୍ତୃହରି
ନବନିର୍ବାଚିତ ବିଜେପି ସାଂସଦ ଭତ୍ତୃହରିଙ୍କ ରେକର୍ଡ। ପୂର୍ବରୁ ଗୋଟିଏ ଲୋକସଭା ଆସନରୁ ଛଅ ଥର ହୋଇଥିଲେ ନିର୍ବାଚିତ। ଏଥର ମଧ୍ୟ ବିଜୟ ଧାରା ବଜାୟ ରଖିଲେ ଭତ୍ତୃହରି। ସେ ପୁଣି ଏକତରଫା।