‘ଏଥର ୪୦୦ ପାର, ତୃତୀୟ ଥର ମୋଦି ସରକାର’: ଭାଜପାର ଲୋକସଭା ନିର୍ବାଚନୀ ସ୍ଲୋଗାନ…

ନୂଆଦିଲ୍ଲୀ,୨।୧ : ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଲୋକସଭା ନିର୍ବାଚନ ପାଇଁ ଦଳର ସ୍ଲୋଗାନ ‘ଏଥର ୪୦୦ ପାର, ତୃତୀୟ ଥର ମୋଦି ସରକାର’ ବୋଲି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ରାଜ୍ୟ, ଲୋକସଭା ଏବଂ ବିଧାନସଭା ସ୍ତରରେ ଭାଜପା ତଥା ସହ-ସଂଯୋଜକଙ୍କ ସମ୍ପର୍କରେ ମଧ୍ୟ ଭାଜପା ନିଷ୍ପତ୍ତି ନେଇଛି। ଏହି ବୈଠକରେ କୁହାଯାଇଛି ଖୁବ ଶୀଘ୍ର ଲୋକସଭା କ୍ଲଷ୍ଟରରେ ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ରମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ତଥା […] The post ‘ଏଥର ୪୦୦ ପାର, ତୃତୀୟ ଥର ମୋଦି ସରକାର’: ଭାଜପାର ଲୋକସଭା ନିର୍ବାଚନୀ ସ୍ଲୋଗାନ… appeared first on Dharitri Odia News.

‘ଏଥର ୪୦୦ ପାର, ତୃତୀୟ ଥର ମୋଦି ସରକାର’: ଭାଜପାର ଲୋକସଭା ନିର୍ବାଚନୀ ସ୍ଲୋଗାନ…

ନୂଆଦିଲ୍ଲୀ,୨।୧ : ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଲୋକସଭା ନିର୍ବାଚନ ପାଇଁ ଦଳର ସ୍ଲୋଗାନ ‘ଏଥର ୪୦୦ ପାର, ତୃତୀୟ ଥର ମୋଦି ସରକାର’ ବୋଲି ନିଷ୍ପତ୍ତି ନିଆଯାଇଛି।

ଏଥିପାଇଁ ରାଜ୍ୟ, ଲୋକସଭା ଏବଂ ବିଧାନସଭା ସ୍ତରରେ ଭାଜପା ତଥା ସହ-ସଂଯୋଜକଙ୍କ ସମ୍ପର୍କରେ ମଧ୍ୟ ଭାଜପା ନିଷ୍ପତ୍ତି ନେଇଛି। ଏହି ବୈଠକରେ କୁହାଯାଇଛି ଖୁବ ଶୀଘ୍ର ଲୋକସଭା କ୍ଲଷ୍ଟରରେ ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ରମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ତଥା ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଗସ୍ତ ଆରମ୍ଭ ହେବ।

The post ‘ଏଥର ୪୦୦ ପାର, ତୃତୀୟ ଥର ମୋଦି ସରକାର’: ଭାଜପାର ଲୋକସଭା ନିର୍ବାଚନୀ ସ୍ଲୋଗାନ… appeared first on Dharitri Odia News.