ଏନଡିଏ-ଇଣ୍ଡିଆ ମେଣ୍ଟକୁ ନେଇ ଏମିତି କହିଲେ ଶଶି ଥରୁର

ନୂଆଦିଲ୍ଲୀ,୬।୬: ଲୋକ ସଭା ନିର୍ବାଚନରେ ଏନଡିଏ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ବର୍ତ୍ତମାନ ସରକାର ଗଠନ ପାଇଁ ଉଦ୍ୟମ ଜୋରଦାର ହୋଇଛି। ଯଦିଓ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ, ତଥାପି ତାରିଖ ସମ୍ପର୍କରେ କୌଣସି ସ୍ପଷ୍ଟ ଘୋଷଣା କରାଯାଇନାହିଁ। ଏହି ସମୟରେ କଂଗ୍ରେସ ନେତା ଶଶି ଥରୁର ଏନଡିଏ ସରକାର କରିବା ପ୍ରଶ୍ନରେ ପ୍ରତିକ୍ରିୟା ଦେଇଛନ୍ତି। କଂଗ୍ରେସ ନେତା ଶଶି ଥରୁର କହିଛନ୍ତି , ସତ୍ୟ ହେଉଛି ଯେ ସେମାନଙ୍କର ମେଣ୍ଟ […] The post ଏନଡିଏ-ଇଣ୍ଡିଆ ମେଣ୍ଟକୁ ନେଇ ଏମିତି କହିଲେ ଶଶି ଥରୁର appeared first on Dharitri Odia News.

ଏନଡିଏ-ଇଣ୍ଡିଆ ମେଣ୍ଟକୁ ନେଇ ଏମିତି କହିଲେ ଶଶି ଥରୁର

ନୂଆଦିଲ୍ଲୀ,୬।୬: ଲୋକ ସଭା ନିର୍ବାଚନରେ ଏନଡିଏ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ବର୍ତ୍ତମାନ ସରକାର ଗଠନ ପାଇଁ ଉଦ୍ୟମ ଜୋରଦାର ହୋଇଛି। ଯଦିଓ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ, ତଥାପି ତାରିଖ ସମ୍ପର୍କରେ କୌଣସି ସ୍ପଷ୍ଟ ଘୋଷଣା କରାଯାଇନାହିଁ। ଏହି ସମୟରେ କଂଗ୍ରେସ ନେତା ଶଶି ଥରୁର ଏନଡିଏ ସରକାର କରିବା ପ୍ରଶ୍ନରେ ପ୍ରତିକ୍ରିୟା ଦେଇଛନ୍ତି।

କଂଗ୍ରେସ ନେତା ଶଶି ଥରୁର କହିଛନ୍ତି , ସତ୍ୟ ହେଉଛି ଯେ ସେମାନଙ୍କର ମେଣ୍ଟ ପାଖେ ସଂଖ୍ୟା ବଳ ରହିଛି, ତେଣୁ ସରକାର ଗଠନ କରିବାର ଅଧିକାର ଉପରେ କୌଣସି ପ୍ରଶ୍ନ ନାହିଁ ଏବଂ ମୁଁ ଭାବୁଛି ଇଣ୍ଡିଆ ମେଣ୍ଟ ସ୍ପଷ୍ଟ ନିଷ୍ପତ୍ତି ନେଇଛି ଯେ ଏଥିରେ ଡ୍ରାମା ସୃଷ୍ଟି କରିବାର କୌଣସି ଅର୍ଥ ନାହିଁ। ସେମାନଙ୍କୁ ସରକାର କରିବାକୁ ଦିଅନ୍ତୁ ଏବଂ ଆମେ ଏକ ଶକ୍ତିଶାଳୀ ଏବଂ ପ୍ରଭାବଶାଳୀ ବିରୋଧୀ ବୋଲି ପ୍ରମାଣିତ ହେବୁ।

The post ଏନଡିଏ-ଇଣ୍ଡିଆ ମେଣ୍ଟକୁ ନେଇ ଏମିତି କହିଲେ ଶଶି ଥରୁର appeared first on Dharitri Odia News.