ଏସ୍ବିଆଇ ଜେନେରାଲରେ ଯୋଗଦେଲେ ଜୟା
ଭୁବନେଶ୍ୱର,୧୪।୫: ଦେଶର ପ୍ରମୁଖ ଘରୋଇ ବୀମା କମ୍ପାନୀ ଏସ୍ବିଆଇ ଜେନେରାଲ ଇନ୍ସ୍ୟୁରାନ୍ସ ପକ୍ଷରୁ ଜୟା ତ୍ରିପାଠୀଙ୍କୁ କମ୍ପାନୀର ହେଡ୍ କି ରିଲେଶନ୍ସ ଗ୍ରୁପ୍ ଭାବେ ନିଯୁକ୍ତି ଦିଆଯାଇଛି। ଏପରିକି ତ୍ରିପାଠୀ କମ୍ପାନୀର ନୂତନ ବ୍ୟବସାୟ ସୁଯୋଗ ଏବଂ ସହଭାଗିତା, ଡ୍ରାଇଭ ବିସ୍ତାରର ନେତୃତ୍ୱ ନେବେ। ସେହିଭଳି ବିକ୍ରୟ ଦଳ ଅଭିବୃଦ୍ଧି ଏବଂ ଲାଭଦାୟକତା ବୃଦ୍ଧି ପାଇଁ ସହଭାଗୀ ସମ୍ପର୍କକୁ ଗଭୀର କରାଇବା ଏବଂ ସାଧାରଣ ବୀମା, ଫ୍ୟାଶନ୍ ଖୁଚୁରା ଓ ପର୍ଯ୍ୟଟନ ପରି ଏକ ବିବିଧ ପୃଷ୍ଠଭୂମି ସହିତ […] The post ଏସ୍ବିଆଇ ଜେନେରାଲରେ ଯୋଗଦେଲେ ଜୟା appeared first on Dharitri Odia News.
ଭୁବନେଶ୍ୱର,୧୪।୫: ଦେଶର ପ୍ରମୁଖ ଘରୋଇ ବୀମା କମ୍ପାନୀ ଏସ୍ବିଆଇ ଜେନେରାଲ ଇନ୍ସ୍ୟୁରାନ୍ସ ପକ୍ଷରୁ ଜୟା ତ୍ରିପାଠୀଙ୍କୁ କମ୍ପାନୀର ହେଡ୍ କି ରିଲେଶନ୍ସ ଗ୍ରୁପ୍ ଭାବେ ନିଯୁକ୍ତି ଦିଆଯାଇଛି। ଏପରିକି ତ୍ରିପାଠୀ କମ୍ପାନୀର ନୂତନ ବ୍ୟବସାୟ ସୁଯୋଗ ଏବଂ ସହଭାଗିତା, ଡ୍ରାଇଭ ବିସ୍ତାରର ନେତୃତ୍ୱ ନେବେ। ସେହିଭଳି ବିକ୍ରୟ ଦଳ ଅଭିବୃଦ୍ଧି ଏବଂ ଲାଭଦାୟକତା ବୃଦ୍ଧି ପାଇଁ ସହଭାଗୀ ସମ୍ପର୍କକୁ ଗଭୀର କରାଇବା ଏବଂ ସାଧାରଣ ବୀମା, ଫ୍ୟାଶନ୍ ଖୁଚୁରା ଓ ପର୍ଯ୍ୟଟନ ପରି ଏକ ବିବିଧ ପୃଷ୍ଠଭୂମି ସହିତ ତ୍ରିପାଠୀ କମ୍ପାନୀର ନୂତନ ସ୍ଥିତିକୁ ବଢ଼ାଇବେ ବୋଲି ଜଣାପଡିଛି।
ଏ ସମ୍ପର୍କରେ ଏସ୍ବିଆଇ ଜେନେରାଲ ଇନ୍ସ୍ୟୁରାନ୍ସର ସିବିଓ ରାକେଶ କୌଲ୍ କହିଛନ୍ତି, ଜୟାଙ୍କୁ ସ୍ବାଗତ କରି ଆମେ ବେଶ୍ ଉତ୍ସାହିତ। ଏପରିକି ଆମେ ନିଶ୍ଚିତ ଯେ ତାଙ୍କ ବିସ୍ତୃତ ଅଭିଜ୍ଞତା ଏବଂ ଟ୍ରାକ୍ ରେକର୍ଡ ପ୍ରମାଣିତ କରୁଛି କି ସେ ଆମର ବ୍ୟବସାୟ ଲକ୍ଷ୍ୟ ଚଳାଇବାରେ ଏକ ପ୍ରମୁଖ ଏବଂ ଅପରିହାର୍ଯ୍ୟ ଭୂମିକା ଗ୍ରହଣ କରିବେ। ସେହିଭଳି ଜୟା ତ୍ରିପାଠୀ କହିଛନ୍ତି, ଏସ୍ବିଆଇ ଜେନେରାଲରେ ଯୋଗଦେଇ ମୁଁ ବେଶ୍ ଉତ୍ସାହିତ ଅଛି।
The post ଏସ୍ବିଆଇ ଜେନେରାଲରେ ଯୋଗଦେଲେ ଜୟା appeared first on Dharitri Odia News.