ଏହି ଦଳ ହେବ ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ହେଡେନ୍‌

ନୂଆଦିଲ୍ଲୀ,୧୭।୫: ଅଷ୍ଟ୍ରେଲୀୟ ପୂର୍ବତନ କିମ୍ବଦନ୍ତୀ ମାଥ୍ୟୁ ହେଡେନ ଆଇପିଏଲ ୨୦୨୪ ବିଜେତା ସମ୍ବନ୍ଧରେ ପୂର୍ବାନୁମାନ କରିଛନ୍ତି। ଏକ ସାକ୍ଷାତକାରରେ ହେଡେନ ରାଜସ୍ଥାନ ଏଥର କପ୍‌ ନେବ ବୋଲି କହିଛନ୍ତି। ହେଡେନ କହିଛନ୍ତି, ମୁଁ ଭାବୁଛି ଏଥର ରାଜସ୍ଥାନ ରୟାଲ୍ସ ଦଳ ଆଇପିଏଲ ଟାଇଟଲ ଜିତିପାରିବ। ଏହି ସିଜିନ୍‌ରେ ସେମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ମୁଁ ଭାବୁଛି ଏଥର ରାଜସ୍ଥାନ ଦଳ ଆଗକୁ ଯାଇ ଟାଇଟଲ ଜିତିବ। ଆଇପିଏଲ ପଏଣ୍ଟ ଟେବୁଲରେ କେକେଆର ଦଳ ପ୍ରଥମ ସ୍ଥାନରେ ଥିବାବେଳେ […] The post ଏହି ଦଳ ହେବ ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ହେଡେନ୍‌ appeared first on Dharitri Odia News.

ଏହି ଦଳ ହେବ ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ହେଡେନ୍‌

ନୂଆଦିଲ୍ଲୀ,୧୭।୫: ଅଷ୍ଟ୍ରେଲୀୟ ପୂର୍ବତନ କିମ୍ବଦନ୍ତୀ ମାଥ୍ୟୁ ହେଡେନ ଆଇପିଏଲ ୨୦୨୪ ବିଜେତା ସମ୍ବନ୍ଧରେ ପୂର୍ବାନୁମାନ କରିଛନ୍ତି। ଏକ ସାକ୍ଷାତକାରରେ ହେଡେନ ରାଜସ୍ଥାନ ଏଥର କପ୍‌ ନେବ ବୋଲି କହିଛନ୍ତି।
ହେଡେନ କହିଛନ୍ତି, ମୁଁ ଭାବୁଛି ଏଥର ରାଜସ୍ଥାନ ରୟାଲ୍ସ ଦଳ ଆଇପିଏଲ ଟାଇଟଲ ଜିତିପାରିବ। ଏହି ସିଜିନ୍‌ରେ ସେମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ମୁଁ ଭାବୁଛି ଏଥର ରାଜସ୍ଥାନ ଦଳ ଆଗକୁ ଯାଇ ଟାଇଟଲ ଜିତିବ।
ଆଇପିଏଲ ପଏଣ୍ଟ ଟେବୁଲରେ କେକେଆର ଦଳ ପ୍ରଥମ ସ୍ଥାନରେ ଥିବାବେଳେ ରାଜସ୍ଥାନ ବର୍ତ୍ତମାନ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

The post ଏହି ଦଳ ହେବ ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ହେଡେନ୍‌ appeared first on Dharitri Odia News.