ଏହି ପ୍ରାଣୀଙ୍କୁ ବହୁତ ପସନ୍ତ କରନ୍ତି ଏଲନ ମସ୍କ, ଫଟୋ ଶେୟାର କରି ଲେଖିଲେ I Love You…
ନୁୟର୍କ,୧୨।୨: କୁକୁରମାନେ ମଣିଷର ବିଶ୍ୱସ୍ତ ବନ୍ଧୁ ଭାବରେ ବିବେଚନା କରାଯାଏ। ଏପରିକି ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିତ୍ୱ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସର ସିଇଓ ମଧ୍ୟ ଏହି ସୁନ୍ଦର କୁକୁରଙ୍କ ବହୁତ୍ ଭଲ ପାଉଥିବା ଜଣାପଡିଛି। ନିକଟରେ ଏଲନ ମସ୍କ ଇନଷ୍ଟାଗ୍ରାମରେ କୁକୁରଙ୍କର ଏକ ଆକର୍ଷଣୀୟ ଫଟୋ ଶେୟାର କରିଛନ୍ତି । ଆଉ ଲେଖିଛନ୍ତି, ଆଇ ଲଭ୍ ୟୁ ପପିଜ୍ । ଏହା ପରେ ମସ୍କଙ୍କ ପୋଷ୍ଟକୁ ଲାଇକ୍, କମେଣ୍ଟସ୍ ଏବଂ ରିପୋଷ୍ଟ ବହୁ ମାତ୍ରାରେ […] The post ଏହି ପ୍ରାଣୀଙ୍କୁ ବହୁତ ପସନ୍ତ କରନ୍ତି ଏଲନ ମସ୍କ, ଫଟୋ ଶେୟାର କରି ଲେଖିଲେ I Love You… appeared first on Dharitri Odia News.
ନୁୟର୍କ,୧୨।୨: କୁକୁରମାନେ ମଣିଷର ବିଶ୍ୱସ୍ତ ବନ୍ଧୁ ଭାବରେ ବିବେଚନା କରାଯାଏ। ଏପରିକି ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିତ୍ୱ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସର ସିଇଓ ମଧ୍ୟ ଏହି ସୁନ୍ଦର କୁକୁରଙ୍କ ବହୁତ୍ ଭଲ ପାଉଥିବା ଜଣାପଡିଛି। ନିକଟରେ ଏଲନ ମସ୍କ ଇନଷ୍ଟାଗ୍ରାମରେ କୁକୁରଙ୍କର ଏକ ଆକର୍ଷଣୀୟ ଫଟୋ ଶେୟାର କରିଛନ୍ତି । ଆଉ ଲେଖିଛନ୍ତି, ଆଇ ଲଭ୍ ୟୁ ପପିଜ୍ । ଏହା ପରେ ମସ୍କଙ୍କ ପୋଷ୍ଟକୁ ଲାଇକ୍, କମେଣ୍ଟସ୍ ଏବଂ ରିପୋଷ୍ଟ ବହୁ ମାତ୍ରାରେ କରିଛନ୍ତି। ୩୪ ହଜାରରୁ ଅଧିକ ଲୋକ ଏହାକୁ ରିପୋଷ୍ଟ କରିଛନ୍ତି ଏବଂ ଏ ପର୍ଯ୍ୟନ୍ତ ଏହି ପୋଷ୍ଟରେ ୨୯ ହଜାର କମେଣ୍ଟସ ଦେଇଛନ୍ତି।
I love puppies pic.twitter.com/IalJYhayec
— Elon Musk (@elonmusk) February 11, 2024
The post ଏହି ପ୍ରାଣୀଙ୍କୁ ବହୁତ ପସନ୍ତ କରନ୍ତି ଏଲନ ମସ୍କ, ଫଟୋ ଶେୟାର କରି ଲେଖିଲେ I Love You… appeared first on Dharitri Odia News.