ଓଡ଼ିଶାର ଲାଲୁ ପ୍ରସାଦ ଦ୍ରୁତତମ ଆଥ୍‌ଲେଟ

ବେଙ୍ଗାଲୁରୁ, ୧।୯ (ପି.ଟି.): ୬୩ତମ ନ୍ୟାଶନାଲ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଶନିବାର ଜାତୀୟ ରେକର୍ଡଧାରୀ ମଣିକାନ୍ତ ହବ୍ଲିଧର ଓ ତେଜସ ଶିରସେ ଯଥାକ୍ରମେ ୧୦୦ମିଟର ସ୍ପ୍ରିଣ୍ଟ ଓ ୧୧୦ ମିଟର ହର୍ଡଲ୍ସ ରେ ସ୍ବର୍ଣ୍ଣ ପଦକ ମୁକାବିଲାରେ ହାରିଯାଇଛନ୍ତି। ଓଡ଼ିଶାର ୨୧ ବର୍ଷୀୟ ସ୍ପ୍ରିଣ୍ଟର ଲାଲୁ ପ୍ରସାଦ ଭୋଇ ତାଙ୍କଠାରୁ ଅଭିଜ୍ଞ ଧାବକମାନଙ୍କୁ ପଛରେ ପକାଇ ମିଟ୍‌ର ଦ୍ରୁତତମ ଆଥଲେଟ ବିବେଚିତ ହୋଇଛନ୍ତି। ସେ ୧୦୦ମିଟର ରେସ୍‌କୁ ୧୦.୪୬ ସେକେଣ୍ଡ ଟାଇମିଂରେ ଜିତିଛନ୍ତି। ସେହିପରି ପୁରୁଷ ୧୧୦ […] The post ଓଡ଼ିଶାର ଲାଲୁ ପ୍ରସାଦ ଦ୍ରୁତତମ ଆଥ୍‌ଲେଟ appeared first on Dharitri Odia News.

ଓଡ଼ିଶାର ଲାଲୁ ପ୍ରସାଦ ଦ୍ରୁତତମ ଆଥ୍‌ଲେଟ

ବେଙ୍ଗାଲୁରୁ, ୧।୯ (ପି.ଟି.): ୬୩ତମ ନ୍ୟାଶନାଲ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଶନିବାର ଜାତୀୟ ରେକର୍ଡଧାରୀ ମଣିକାନ୍ତ ହବ୍ଲିଧର ଓ ତେଜସ ଶିରସେ ଯଥାକ୍ରମେ ୧୦୦ମିଟର ସ୍ପ୍ରିଣ୍ଟ ଓ ୧୧୦ ମିଟର ହର୍ଡଲ୍ସ ରେ ସ୍ବର୍ଣ୍ଣ ପଦକ ମୁକାବିଲାରେ ହାରିଯାଇଛନ୍ତି। ଓଡ଼ିଶାର ୨୧ ବର୍ଷୀୟ ସ୍ପ୍ରିଣ୍ଟର ଲାଲୁ ପ୍ରସାଦ ଭୋଇ ତାଙ୍କଠାରୁ ଅଭିଜ୍ଞ ଧାବକମାନଙ୍କୁ ପଛରେ ପକାଇ ମିଟ୍‌ର ଦ୍ରୁତତମ ଆଥଲେଟ ବିବେଚିତ ହୋଇଛନ୍ତି। ସେ ୧୦୦ମିଟର ରେସ୍‌କୁ ୧୦.୪୬ ସେକେଣ୍ଡ ଟାଇମିଂରେ ଜିତିଛନ୍ତି। ସେହିପରି ପୁରୁଷ ୧୧୦ ମିଟର ହର୍ଡଲ୍ସରେ ରେଲଓ୍ବେର ଶିର୍‌ସେ (୧୪.୦୧)ଙ୍କୁ ପଛରେ ପକାଇ ରେଲଓ୍ବେର ମାନବ ଆର୍‌ ୧୩.୮୬ ସେକେଣ୍ଡ ଟାଇମିଂରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

The post ଓଡ଼ିଶାର ଲାଲୁ ପ୍ରସାଦ ଦ୍ରୁତତମ ଆଥ୍‌ଲେଟ appeared first on Dharitri Odia News.