ଓଡ଼ିଶାରେ ବାଂଲାଦେଶୀଙ୍କୁ କିଏ ଦେଇଛି ପ୍ରଶ୍ରୟ ?

ମେୟର ସୁଲୋଚନାଙ୍କ ବୟାନ ପରେ ତେଜିଲା ବୟାନବାଜି। ଭୋଟ ବ୍ୟାଙ୍କ ପାଇଁ ଅନୁପ୍ରବେଶକାରୀଙ୍କୁ ପ୍ରଶ୍ରୟ ଦେଇଥିଲା ବିଜେଡି: ଜୟନାରାୟଣ। ଅଭିଯୋଗକୁ ଖଣ୍ଡନ କରି ବିଜେଡିର ପାଲଟା ହମଲା

ଓଡ଼ିଶାରେ ବାଂଲାଦେଶୀଙ୍କୁ କିଏ ଦେଇଛି ପ୍ରଶ୍ରୟ ?
Array