ଓଡିଶାରୁ ପ୍ରଥମ ଥର ପାଇଁ ଦୁବାଇ ଗଲା ଡ୍ରାଗନ୍ ଫ୍ରୁଟ୍, ଉପସ୍ଥିତ ଥିଲେ କୃଷିମନ୍ତ୍ରୀ ଏବଂ ସଚିବ
ଭୁବନେଶ୍ୱର ୦୪।୦୯ : ଦୁବାଇ ଗଲା ଡ୍ରାଗନ୍ ଫ୍ରୁଟ୍ । ଓଡିଶାରୁ ପ୍ରଥମ ଥର ପାଇଁ କାର୍ଗୋ ବିମାନରେ ଦୁବାଇ ଗଲା ଡ୍ରାଗନ୍ ଫ୍ରୁଟ୍ । ବିଦେଶକୁ ରପ୍ତାନୀ ବେଳେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉପସ୍ଥିତ ରହିଥିଲେ । ଏହାସହିତ କୃଷି ସଚିବ ଅରବିନ୍ଦ ପାଢୀ ମଧ୍ୟ ଉପସ୍ଥିତ ରହିଥିଲେ । ତେବେ କନକବର୍ଦ୍ଧନ ସିଂହଦେଓ ୭ ଏକର ଜମିରେ ଚାଷ କରିଛନ୍ତି ।