ଓଲଟିଲା ଟ୍ରାକ୍ଟର: ୨ ଗୁରୁତର
ପାଟଣା,୨୪।୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ମୀରିଖୋଜି ପଞ୍ଚାୟତ ଅସନ ବାହାଳୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ଛକ ନିକଟରେ ସୋମବାର ଏକ ମହେନ୍ଦ୍ରା ଟ୍ରାକ୍ଟର ଓଲଟିପଡିଛି। ଫଳରେ ଡ୍ରାଇଭର ଏବଂ ଅନ୍ୟ ଜଣେ ତଳେ ଚାପି ହୋଇଯାଇଛନ୍ତି। ଡ୍ରାଇଭରଙ୍କ ପରିଚୟ ଅସନ ବାବାହାଳୀଭୂମିଜ ସାହିର ବିଶୁ ଭୂମିଜଙ୍କ ପୁଅ ରାଜେଶ (୨୨) ବୋଲି ଜଣାପଡିଥିବାବେଳେ ଅନ୍ୟ ଜାଣେ ନାବାଳକ ବୋଲି ଜଣାପଡିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ପୋଲିସ କିମ୍ବା ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିନାହିଁ। The post ଓଲଟିଲା ଟ୍ରାକ୍ଟର: ୨ ଗୁରୁତର appeared first on Dharitri Odia News.
ପାଟଣା,୨୪।୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ମୀରିଖୋଜି ପଞ୍ଚାୟତ ଅସନ ବାହାଳୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ଛକ ନିକଟରେ ସୋମବାର ଏକ ମହେନ୍ଦ୍ରା ଟ୍ରାକ୍ଟର ଓଲଟିପଡିଛି। ଫଳରେ ଡ୍ରାଇଭର ଏବଂ ଅନ୍ୟ ଜଣେ ତଳେ ଚାପି ହୋଇଯାଇଛନ୍ତି।
ଡ୍ରାଇଭରଙ୍କ ପରିଚୟ ଅସନ ବାବାହାଳୀଭୂମିଜ ସାହିର ବିଶୁ ଭୂମିଜଙ୍କ ପୁଅ ରାଜେଶ (୨୨) ବୋଲି ଜଣାପଡିଥିବାବେଳେ ଅନ୍ୟ ଜାଣେ ନାବାଳକ ବୋଲି ଜଣାପଡିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ପୋଲିସ କିମ୍ବା ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିନାହିଁ।
The post ଓଲଟିଲା ଟ୍ରାକ୍ଟର: ୨ ଗୁରୁତର appeared first on Dharitri Odia News.