ଓଲଟିଲା ପିକଅପ୍ ଭ୍ୟାନ, ଆହତଙ୍କୁ ନିଜ ଗାଡିରେ ହସ୍ପିଟାଲ ନେଲେ ବିଧାୟକ

ନୟାଗଡ଼ : ଦଣ୍ଡନାଚ କରିବାକୁ ଦଣ୍ଡୁଆଙ୍କୁ ନେଇ ଯାଉଥିବାବେଳେ ଓଲଟିଲା ପିକଅପ୍ ଭ୍ୟାନ ।  ୧୦ରୁ ଉର୍ଦ୍ଧ୍ବ କଳାକାର ଆହତ ।  ନୟାଗଡ଼ ଜିଲ୍ଲା ଫତେଗଡ଼ ମାଧପୁର ଛକରେ ଦୁର୍ଘଟଣା ଘଟିଛି ।  ଗତକାଲି ପିକଅପ ଭ୍ୟାନରେ ୨୦ରୁ ଉର୍ଦ୍ଧ୍ବ କଳାକାର ଦଣ୍ଡନାଚ ପାଇଁ ପଥର ଚକଡା ଯାଉଥିଲେ । ମାଧପୁର ନିକଟରେ ପିକଅପ ଭ୍ୟାନଟି ଓଲଟି ପଡିଥିଲା ।  ଦୁର୍ଘଟଣା ସମୟରେ ସେହି ବାଟ ଦେଇ ଯାଉଥିଲେ ଖଣ୍ଡପଡ଼ା ବିଧାୟକ ।  ଆହତଙ୍କୁ ଉଦ୍ଧାର କରି […] The post ଓଲଟିଲା ପିକଅପ୍ ଭ୍ୟାନ, ଆହତଙ୍କୁ ନିଜ ଗାଡିରେ ହସ୍ପିଟାଲ ନେଲେ ବିଧାୟକ appeared first on KNews Odisha.

ଓଲଟିଲା ପିକଅପ୍ ଭ୍ୟାନ, ଆହତଙ୍କୁ ନିଜ ଗାଡିରେ ହସ୍ପିଟାଲ ନେଲେ ବିଧାୟକ
nayagada accident

ନୟାଗଡ଼ : ଦଣ୍ଡନାଚ କରିବାକୁ ଦଣ୍ଡୁଆଙ୍କୁ ନେଇ ଯାଉଥିବାବେଳେ ଓଲଟିଲା ପିକଅପ୍ ଭ୍ୟାନ ।  ୧୦ରୁ ଉର୍ଦ୍ଧ୍ବ କଳାକାର ଆହତ ।  ନୟାଗଡ଼ ଜିଲ୍ଲା ଫତେଗଡ଼ ମାଧପୁର ଛକରେ ଦୁର୍ଘଟଣା ଘଟିଛି ।  ଗତକାଲି ପିକଅପ ଭ୍ୟାନରେ ୨୦ରୁ ଉର୍ଦ୍ଧ୍ବ କଳାକାର ଦଣ୍ଡନାଚ ପାଇଁ ପଥର ଚକଡା ଯାଉଥିଲେ ।

ମାଧପୁର ନିକଟରେ ପିକଅପ ଭ୍ୟାନଟି ଓଲଟି ପଡିଥିଲା ।  ଦୁର୍ଘଟଣା ସମୟରେ ସେହି ବାଟ ଦେଇ ଯାଉଥିଲେ ଖଣ୍ଡପଡ଼ା ବିଧାୟକ ।  ଆହତଙ୍କୁ ଉଦ୍ଧାର କରି ବିଧାୟକଙ୍କ ଗାଡିରେ ହସ୍ପିଟାଲ ନିଆଯାଇଥିଲା ।  ୫ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।

Also read: ଓଲଟିଲା ପିକଅପ୍ ଭ୍ୟାନ, ୨ ମୃତ

 

The post ଓଲଟିଲା ପିକଅପ୍ ଭ୍ୟାନ, ଆହତଙ୍କୁ ନିଜ ଗାଡିରେ ହସ୍ପିଟାଲ ନେଲେ ବିଧାୟକ appeared first on KNews Odisha.