ଓଲଟିଲା ଯାତ୍ରୀବାହୀ ବସ୍, ୨୫ରୁ ଅଧିକ ଆହତ

ରାଉରକେଲା(କେନ୍ୟୁଜ) : ଓଲଟିଲା ଯାତ୍ରୀବାହୀ ବସ୍ । ୨୫ରୁ ଅଧିକ ଆହତ। ବ୍ରାହ୍ମଣୀତରଙ୍ଗ ଥାନା କଲୁଙ୍ଗା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ବସ୍ । ସମସ୍ତ ଆହତଙ୍କୁ ରାଉରକେଲା ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ରାଉରକେଲାରୁ ଗୁରୁଣ୍ଡିଆ ଯାଉଥିବା ଘରୋଇ ଯାତ୍ରୀବାହୀ ବସ ଓଲଟି ୨୫ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। କଲୁଙ୍ଗା ହାଟ ଛକ ନିକଟରେ ଅପରପଟରୁ ଆସୁଥିବା ଏକ କାରକୁ ସାଇଟ୍ ଦେବାକୁ ଯାଇ ଭାରସାମ୍ୟ ହରାଇ ରାସ୍ତାରୁ ଓଲଟି ପଡିଥିଲା ଯାତ୍ରୀବାହୀ ବସ। The post ଓଲଟିଲା ଯାତ୍ରୀବାହୀ ବସ୍, ୨୫ରୁ ଅଧିକ ଆହତ appeared first on KNews Odisha.

ଓଲଟିଲା ଯାତ୍ରୀବାହୀ ବସ୍, ୨୫ରୁ ଅଧିକ ଆହତ

ରାଉରକେଲା(କେନ୍ୟୁଜ) : ଓଲଟିଲା ଯାତ୍ରୀବାହୀ ବସ୍ । ୨୫ରୁ ଅଧିକ ଆହତ। ବ୍ରାହ୍ମଣୀତରଙ୍ଗ ଥାନା କଲୁଙ୍ଗା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ବସ୍ । ସମସ୍ତ ଆହତଙ୍କୁ ରାଉରକେଲା ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ରାଉରକେଲାରୁ ଗୁରୁଣ୍ଡିଆ ଯାଉଥିବା ଘରୋଇ ଯାତ୍ରୀବାହୀ ବସ ଓଲଟି ୨୫ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। କଲୁଙ୍ଗା ହାଟ ଛକ ନିକଟରେ ଅପରପଟରୁ ଆସୁଥିବା ଏକ କାରକୁ ସାଇଟ୍ ଦେବାକୁ ଯାଇ ଭାରସାମ୍ୟ ହରାଇ ରାସ୍ତାରୁ ଓଲଟି ପଡିଥିଲା ଯାତ୍ରୀବାହୀ ବସ।

The post ଓଲଟିଲା ଯାତ୍ରୀବାହୀ ବସ୍, ୨୫ରୁ ଅଧିକ ଆହତ appeared first on KNews Odisha.