ଓ୍ବେବ୍‌ ସିରିଜ ଦେଖିବା ବହୁତ ପସନ୍ଦ କି? କହିଲେ ଦେଖି ‘OTT’ର ଫୁଲଫର୍ମ…

ବର୍ତ୍ତମାନ ସମୟରେ ଓ୍ବେବ୍‌ସିରିଜ ଦେଖିବା ଏକପ୍ରକାର ନିଶାରେ ପରିଣତ ହେଲାଣି। କେହି କେହି ରାତିସାରା ଅନିଦ୍ରା ରହିବି ସମସ୍ତ ଏପିସୋଡ ଶେଷ କରିବାର ଜିଦ୍‌ ରଖିଥାନ୍ତି। ତେବେ ଆପଣ ବହୁଳ ବ୍ୟବହାର କରୁଥିବା ‘ଓଟିଟି’ର ଫୁଲଫର୍ମ କ’ଣ ଜାଣନ୍ତି କି? ଏକଦା ବଲିଉଡ-ହଲିଉଡ୍‌ର କ୍ରେଜ୍‌ ଥିବା ବେଳେ ଏବେ ଓଟିଟି ଏଭଳି ଏକ ପ୍ଲାଟଫର୍ମ ପାଲଟିଛି ଯେଉଁଠି ସବୁ ପ୍ରକାର ସିନେମା, ସିରିଜ ଏବଂ ଶୋ’ ଉପଲବ୍ଧ ରହୁଛି। ଏମିତିରେ କିଛି ଲୋକପ୍ରିୟ ଓଟିଟି ପ୍ଲାଟଫର୍ମ ଯେଭଳି […] The post ଓ୍ବେବ୍‌ ସିରିଜ ଦେଖିବା ବହୁତ ପସନ୍ଦ କି? କହିଲେ ଦେଖି ‘OTT’ର ଫୁଲଫର୍ମ… appeared first on Dharitri Odia News.

ଓ୍ବେବ୍‌ ସିରିଜ ଦେଖିବା ବହୁତ ପସନ୍ଦ କି? କହିଲେ ଦେଖି ‘OTT’ର ଫୁଲଫର୍ମ…

ବର୍ତ୍ତମାନ ସମୟରେ ଓ୍ବେବ୍‌ସିରିଜ ଦେଖିବା ଏକପ୍ରକାର ନିଶାରେ ପରିଣତ ହେଲାଣି। କେହି କେହି ରାତିସାରା ଅନିଦ୍ରା ରହିବି ସମସ୍ତ ଏପିସୋଡ ଶେଷ କରିବାର ଜିଦ୍‌ ରଖିଥାନ୍ତି। ତେବେ ଆପଣ ବହୁଳ ବ୍ୟବହାର କରୁଥିବା ‘ଓଟିଟି’ର ଫୁଲଫର୍ମ କ’ଣ ଜାଣନ୍ତି କି?

ଏକଦା ବଲିଉଡ-ହଲିଉଡ୍‌ର କ୍ରେଜ୍‌ ଥିବା ବେଳେ ଏବେ ଓଟିଟି ଏଭଳି ଏକ ପ୍ଲାଟଫର୍ମ ପାଲଟିଛି ଯେଉଁଠି ସବୁ ପ୍ରକାର ସିନେମା, ସିରିଜ ଏବଂ ଶୋ’ ଉପଲବ୍ଧ ରହୁଛି। ଏମିତିରେ କିଛି ଲୋକପ୍ରିୟ ଓଟିଟି ପ୍ଲାଟଫର୍ମ ଯେଭଳି ‘ନେଟଫ୍ଲିକ୍ସ, ପ୍ରାଇମ୍‌ ଭିଡିଓ, ହଟ୍‌ଷ୍ଟାର’ ଆଦିର ଡିମାଣ୍ଡ ବଢ଼ିଛି। ଏଥିପାଇଁ ମାସିକ ତଥା ବାର୍ଷିକ ଦେୟ ଦେବାକୁ ପଡ଼ୁଛି। ସମସ୍ତଙ୍କ ପସନ୍ଦର ଏହି ଓଟିଟିର ଫୁଲଫର୍ମ ହେଉଛି ‘ଓଭର୍‌ ଦ ଟପ୍‌’। ଚକିତ ହେଲେ ନା। ଏହାହିଁ ଠିକ୍‌। ମନେ ରଖନ୍ତୁ।

The post ଓ୍ବେବ୍‌ ସିରିଜ ଦେଖିବା ବହୁତ ପସନ୍ଦ କି? କହିଲେ ଦେଖି ‘OTT’ର ଫୁଲଫର୍ମ… appeared first on Dharitri Odia News.