ଓଡ଼ିଶା: ଆଜିର ଫଟୋ (୧୬ ଏପ୍ରିଲ, ୨୦୨୫ )
ବ୍ରହ୍ମପୁରରେ ମା’ ବୁଢୀ ଠାକୁରାଣୀ ଯାତ୍ରାର ଚଉଦ ଦିନରେ ମଙ୍ଗଳବାର ଅପରାହ୍ନରେ ହୋଇଥିବା ବର୍ଷାରେ କଟକ ଶଙ୍କରପୁରସ୍ଥିତ ନାକେଇପଡ଼ିଆ ଅଞ୍ଚଳରେ ଥିବା ଘରଗୁଡିକ ଜଳବନ୍ଦୀ ହୋଇ ରହିଛି କଟକ ଜଗତପୁର ନିମପୁର ସ୍ପୋର୍ଟ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ Mulberry CPL Twin City T20 Cricket Tournamentର ଉଦଘାଟନୀ ସମାରୋହ ସିପିଆଇ ପକ୍ଷରୁ ଭୁବନେଶ୍ୱର ସୈନିକ ସ୍କୁଲ ଡମ୍ପିଂ ୟାର୍ଡ ନିକଟରେ ବିକ୍ଷୋଭ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ନାଁରେ ଇଡି ଦ୍ୱାରା ମିଥ୍ୟା […] The post ଓଡ଼ିଶା: ଆଜିର ଫଟୋ (୧୬ ଏପ୍ରିଲ, ୨୦୨୫ ) appeared first on Dharitri Odia News.
ବ୍ରହ୍ମପୁରରେ ମା’ ବୁଢୀ ଠାକୁରାଣୀ ଯାତ୍ରାର ଚଉଦ ଦିନରେ
ମଙ୍ଗଳବାର ଅପରାହ୍ନରେ ହୋଇଥିବା ବର୍ଷାରେ କଟକ ଶଙ୍କରପୁରସ୍ଥିତ ନାକେଇପଡ଼ିଆ ଅଞ୍ଚଳରେ ଥିବା ଘରଗୁଡିକ ଜଳବନ୍ଦୀ ହୋଇ ରହିଛି
କଟକ ଜଗତପୁର ନିମପୁର ସ୍ପୋର୍ଟ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ Mulberry CPL Twin City T20 Cricket Tournamentର ଉଦଘାଟନୀ ସମାରୋହ
ସିପିଆଇ ପକ୍ଷରୁ ଭୁବନେଶ୍ୱର ସୈନିକ ସ୍କୁଲ ଡମ୍ପିଂ ୟାର୍ଡ ନିକଟରେ ବିକ୍ଷୋଭ
ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ନାଁରେ ଇଡି ଦ୍ୱାରା ମିଥ୍ୟା ଚାର୍ଜସିଟ ଦାଖଲ ହୋଇଥିବା ଅଭିଯାଗ କରି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭୁବନେଶ୍ୱରସ୍ଥିତ ଇଡି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ସପରିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଫେରୁଛନ୍ତି
ଅତ୍ୟାବଶ୍ୟକୀୟ ସାମଗ୍ରୀ ଦରବୃଦ୍ଧି ପ୍ରତିବାଦରେ ବାମପନ୍ଥୀ ଦଳ ପକ୍ଷରୁ ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
The post ଓଡ଼ିଶା: ଆଜିର ଫଟୋ (୧୬ ଏପ୍ରିଲ, ୨୦୨୫ ) appeared first on Dharitri Odia News.