ଓଡ଼ିଶା: ଆଜିର ଫଟୋ ( ୧୭ ଡିସେମ୍ବର, ୨୦୨୪ )
ଭୁବନେଶ୍ୱର ସତ୍ୟ ନଗର ଚର୍ଚ୍ଚ ନିକଟରେ ଖ୍ରୀଷ୍ଟମାସ ଉପଲକ୍ଷେ ଲୋକମାନେ ବିଭିନ୍ନ ଜିନିଷ କିଣୁଛନ୍ତି ବଡ ଦିନ ଉପଲକ୍ଷେ କଟକ ସୁତା ହାଟ ଅଂଚଳରେ କେକ୍ ପ୍ରସ୍ତୁତ କରାଯାଉଛି କଟକ ମିଶନ ରୋଡ ରାସ୍ତା ପାର୍ଶ୍ୱରେ ଖୋଲିଥିବା ଷ୍ଟଲରେ ବଡ ଦିନପାଇଁ ଗୃହ ସଜ୍ଜିତ ଉପକରଣ କିଣିବା ସମୟରେ ସାଣ୍ଟା କ୍ଲଜ୍ ପ୍ରତିକୃତ୍ତିକୁ ଝିଅଟି ଦେଖୁଛି The post ଓଡ଼ିଶା: ଆଜିର ଫଟୋ ( ୧୭ ଡିସେମ୍ବର, ୨୦୨୪ ) appeared first on Dharitri Odia News.
ଭୁବନେଶ୍ୱର ସତ୍ୟ ନଗର ଚର୍ଚ୍ଚ ନିକଟରେ ଖ୍ରୀଷ୍ଟମାସ ଉପଲକ୍ଷେ ଲୋକମାନେ ବିଭିନ୍ନ ଜିନିଷ କିଣୁଛନ୍ତି


ବଡ ଦିନ ଉପଲକ୍ଷେ କଟକ ସୁତା ହାଟ ଅଂଚଳରେ କେକ୍ ପ୍ରସ୍ତୁତ କରାଯାଉଛି
କଟକ ମିଶନ ରୋଡ ରାସ୍ତା ପାର୍ଶ୍ୱରେ ଖୋଲିଥିବା ଷ୍ଟଲରେ ବଡ ଦିନପାଇଁ ଗୃହ ସଜ୍ଜିତ ଉପକରଣ କିଣିବା ସମୟରେ ସାଣ୍ଟା କ୍ଲଜ୍ ପ୍ରତିକୃତ୍ତିକୁ ଝିଅଟି ଦେଖୁଛି
The post ଓଡ଼ିଶା: ଆଜିର ଫଟୋ ( ୧୭ ଡିସେମ୍ବର, ୨୦୨୪ ) appeared first on Dharitri Odia News.