ଓଡ଼ିଶା: ଆଜିର ଫଟୋ ( ୧୮ ଅକ୍ଟୋବର, ୨୦୨୪ )

ପବିତ୍ର କାର୍ତ୍ତିକ ମାସ ଆରମ୍ଭରେ ପୁରୁଣା ଭୁବନେଶ୍ୱରର ଏକ ଧର୍ମଶାଳାରେ ହବିଷ୍ୟାଳିମାନେ ମା’ ବୃନ୍ଦବତୀଙ୍କୁ ପୂଜା କରୁଛନ୍ତି କଟକ ବାରବାଟୀ ଷ୍ଟାଡିଅମରେ ଓଡ଼ିଶା ଓ ଜମ୍ମୁ କଶ୍ମୀର ମଧ୍ୟରେ ଅନୁଷ୍ଠିତ ରଣଜୀ କ୍ରିକେଟ ମ୍ୟାଚର ପ୍ରଥମ ଦିନ କଟକ ସ୍ଥିତ SCB Medical College & Hospital ପରିଦର୍ଶନରେ ଆସିଥିବା ଆଡ଼ଭୋକେଟ କମିଟି କଟକ ସତୀଚଉରା ଶ୍ମଶାନ ପରିସରରେ ଥିବା ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମଣ ପଟ୍ଟନାୟକଙ୍କ ସମାଧିସ୍ଥଳରେ ଶ୍ରାଦ୍ଧ ବାର୍ଷିକ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ     […] The post ଓଡ଼ିଶା: ଆଜିର ଫଟୋ ( ୧୮ ଅକ୍ଟୋବର, ୨୦୨୪ ) appeared first on Dharitri Odia News.

ଓଡ଼ିଶା: ଆଜିର ଫଟୋ ( ୧୮ ଅକ୍ଟୋବର, ୨୦୨୪ )

ପବିତ୍ର କାର୍ତ୍ତିକ ମାସ ଆରମ୍ଭରେ ପୁରୁଣା ଭୁବନେଶ୍ୱରର ଏକ ଧର୍ମଶାଳାରେ ହବିଷ୍ୟାଳିମାନେ ମା’ ବୃନ୍ଦବତୀଙ୍କୁ ପୂଜା କରୁଛନ୍ତି

କଟକ ବାରବାଟୀ ଷ୍ଟାଡିଅମରେ ଓଡ଼ିଶା ଓ ଜମ୍ମୁ କଶ୍ମୀର ମଧ୍ୟରେ ଅନୁଷ୍ଠିତ ରଣଜୀ କ୍ରିକେଟ ମ୍ୟାଚର ପ୍ରଥମ ଦିନ

କଟକ ସ୍ଥିତ SCB Medical College & Hospital ପରିଦର୍ଶନରେ ଆସିଥିବା ଆଡ଼ଭୋକେଟ କମିଟି

କଟକ ସତୀଚଉରା ଶ୍ମଶାନ ପରିସରରେ ଥିବା ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମଣ ପଟ୍ଟନାୟକଙ୍କ ସମାଧିସ୍ଥଳରେ ଶ୍ରାଦ୍ଧ ବାର୍ଷିକ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ

    କଟକ ଖାନନଗର ସ୍ଥିତ ନେତାଜୀ ବସ ଟର୍ମିନାଲ ନିକଟରେ ଦଶହରା ପାଇଁ ନିର୍ମିତ ତୋରଣ ଭୁଶୁଡି ଯିବା ଯୋଗୁଁ ଅନେକ ଗାଡ଼ି କ୍ଷତିଗ୍ରସ୍ତ

The post ଓଡ଼ିଶା: ଆଜିର ଫଟୋ ( ୧୮ ଅକ୍ଟୋବର, ୨୦୨୪ ) appeared first on Dharitri Odia News.