ପୁରୀ ବେଳାଭୂମିରେ ବିବାହ ମଣ୍ଡପ, ଭାଇରାଲ ହେଉଛି
ପୁରୀ,୫।୩: ପୁରୀ ବେଳାଭୂମିରେ ବିବାହ ମଣ୍ଡପ ହେବାକୁ ଚାଲିଛି ଡେକରେଶନ୍। ଏଭଳି ମଣ୍ଡପର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଏହି ଡେକୋରେଶନ ବନ୍ଦ କରିବାକୁ ବଳିଆପଣ୍ଡା ପୋଲିସର ନିର୍ଦ୍ଦେଶ ଳଦେଇଛି। ବେଳାଭୂମିରେ ବିବାହ କି ବ୍ରତଘର ପାଇଁ ଅନୁମତି ଦିଆଯାଇନଥାଏ। କେବଳ ସରକାରୀ କାର୍ଯ୍ୟ ପାଇଁ ପୌରସଂସ୍ଥା ଅନୁମତି ଦେଇଥାଏ। The post ପୁରୀ ବେଳାଭୂମିରେ ବିବାହ ମଣ୍ଡପ, ଭାଇରାଲ ହେଉଛି appeared first on Dharitri Odia News.
ପୁରୀ,୫।୩: ପୁରୀ ବେଳାଭୂମିରେ ବିବାହ ମଣ୍ଡପ ହେବାକୁ ଚାଲିଛି ଡେକରେଶନ୍। ଏଭଳି ମଣ୍ଡପର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଏହି ଡେକୋରେଶନ ବନ୍ଦ କରିବାକୁ ବଳିଆପଣ୍ଡା ପୋଲିସର ନିର୍ଦ୍ଦେଶ ଳଦେଇଛି। ବେଳାଭୂମିରେ ବିବାହ କି ବ୍ରତଘର ପାଇଁ ଅନୁମତି ଦିଆଯାଇନଥାଏ। କେବଳ ସରକାରୀ କାର୍ଯ୍ୟ ପାଇଁ ପୌରସଂସ୍ଥା ଅନୁମତି ଦେଇଥାଏ।
The post ପୁରୀ ବେଳାଭୂମିରେ ବିବାହ ମଣ୍ଡପ, ଭାଇରାଲ ହେଉଛି appeared first on Dharitri Odia News.