ଓଡ଼ିଶା: ଆଜିର ଫଟୋ ( ୨୨ ମେ, ୨୦୨୫ )
ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ନେଶନାଲ ଥିଏଟର ଫେଷ୍ଟିଭାଲରେ ‘ଭାନୁମତୀ ମଣିପୁରୀ’ ପ୍ରଦର୍ଶିତ ପଛୁଆବର୍ଗ (OBC)ଙ୍କୁ ଶିକ୍ଷା, ନିଯୁକ୍ତି ଓ ପ୍ରତ୍ୟେକ କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଦାବିରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ କର୍ମୀଙ୍କ ଭୁବନେଶ୍ୱରସ୍ଥିତ ପିଏମଜିରେ ୨୪ ଘଣ୍ଟିଆ ଗଣଧାରଣା ଭୁବନେଶ୍ୱରସ୍ଥିତ ଲୋହିଆ ଆକାଡେମୀରେ ‘ଜନ ଶିକ୍ଷା ନୀତି-୨୦୨୫’ ର ଚିଠା ଦଲିଲ ପୁସ୍ତକକୁ ଅତିଥି ମାନେ ଉନ୍ମୋଚନ କରୁଛନ୍ତି ଆଞ୍ଚଳିକ ସୁରକ୍ଷା ମଞ୍ଚର ସଦସ୍ୟମାନେ ଭୁବନେଶ୍ୱର ମେୟର […] The post ଓଡ଼ିଶା: ଆଜିର ଫଟୋ ( ୨୨ ମେ, ୨୦୨୫ ) appeared first on Dharitri Odia News.
ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ନେଶନାଲ ଥିଏଟର ଫେଷ୍ଟିଭାଲରେ ‘ଭାନୁମତୀ ମଣିପୁରୀ’ ପ୍ରଦର୍ଶିତ

ପଛୁଆବର୍ଗ (OBC)ଙ୍କୁ ଶିକ୍ଷା, ନିଯୁକ୍ତି ଓ ପ୍ରତ୍ୟେକ କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଦାବିରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ କର୍ମୀଙ୍କ ଭୁବନେଶ୍ୱରସ୍ଥିତ ପିଏମଜିରେ ୨୪ ଘଣ୍ଟିଆ ଗଣଧାରଣା
ଭୁବନେଶ୍ୱରସ୍ଥିତ ଲୋହିଆ ଆକାଡେମୀରେ ‘ଜନ ଶିକ୍ଷା ନୀତି-୨୦୨୫’ ର ଚିଠା ଦଲିଲ ପୁସ୍ତକକୁ ଅତିଥି ମାନେ ଉନ୍ମୋଚନ କରୁଛନ୍ତି
ଆଞ୍ଚଳିକ ସୁରକ୍ଷା ମଞ୍ଚର ସଦସ୍ୟମାନେ ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ବିରୋଧରେ ପ୍ରଦର୍ଶନ କରୁଛନ୍ତି
ଭୁବନେଶ୍ୱରସ୍ଥିତ ପୋଲିସ ସେବା ଭବନରେ ଶିଶୁ ସୁରକ୍ଷା ଓ ଆଇନଗତ ବ୍ୟବସ୍ଥା ଉପରେ ପରାମର୍ଶ ତଥା ମତ ବିନିମୟ କର୍ମଶାଳା ଆୟୋଜିତ
ଭୁବନେଶ୍ୱରସ୍ଥିତ ଗୀତ ଗୋବିନ୍ଦ ସଦନରେ ଶ୍ୱତାପଦ୍ମ ସଙ୍ଗୀତାଳୟ କଲ୍ଚରାଲ ଟ୍ରଷ୍ଟ ପକ୍ଷରୁ ଗ୍ରୀଷ୍ମ ଉତ୍ସବ ଆୟୋଜିତ
କଟକ ରାଜା ବଗିଚା ସର୍ବୋଦୟପୁର CNBT ମୁଖ୍ୟ ରାସ୍ତା ପାର୍ଶ୍ଵରେ ପ୍ରାୟ ଦୁଇ ମାସ ହେବ ଅଧାପନ୍ତରିଆ ଭାବେ ପଡ଼ି ରହିଥିବା ଡ୍ରେନ କାର୍ଯ୍ୟ
କଟକ ମିଶନ ରୋଡ ସ୍ଥିତ ଭଞ୍ଜମଣ୍ଡପରେ ଅନୁଷ୍ଠିତ ୮୨ତମ କଳିଙ୍ଗ ଭାରତୀ ଭଞ୍ଜ ଜୟନ୍ତୀ ସପ୍ତାହ ଉଦଯାପନୀ ସନ୍ଧ୍ୟାରେ କବି ମନମୋହନ ଆଚାର୍ଯ୍ୟ, ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ ଓ ଡକ୍ଟର ପ୍ରଫୁଲ୍ଲ କୁମାର ଦାଶଙ୍କୁ ସମ୍ବର୍ଦ୍ଧିତ କରୁଥିବା ଅତିଥି ମାନେ
The post ଓଡ଼ିଶା: ଆଜିର ଫଟୋ ( ୨୨ ମେ, ୨୦୨୫ ) appeared first on Dharitri Odia News.
