ଓଡ଼ିଶା: ଆଜିର ଫଟୋ (୨୪ ଅକ୍ଟୋବର, ୨୦୨୪ )
ବାତ୍ୟା ‘ଦାନା’ ପ୍ରଭାବରେ ଭୁବନେଶ୍ୱରରେ ତୁହାକୁ ତୁହା ବର୍ଷା ବାତ୍ୟା ‘ଦାନା’ ପ୍ରଭାବରେ ଭୁବନେଶ୍ୱରର ରାସ୍ତାଘାଟ ଜନଶୂନ୍ୟ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ବାତ୍ୟା ‘ଦାନା’ ପାଇଁ ପ୍ରଭାବିତ ହେବାକୁ ଥିବା ବିଭିନ୍ନ ଜିଲାର ଜିଲାପାଳଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକ ବାତ୍ୟା ‘ଦାନା’ ପାଇଁ ଭୁବନେଶ୍ୱରସ୍ଥିତ ରେଡକ୍ରସ ଭବନରେ ରେଡକ୍ରସ ପକ୍ଷରୁ ରିଲିଫ ସାମଗ୍ରୀ ପ୍ରସ୍ତୁତ କରାଯାଉଛି ବାତ୍ୟା ‘ଦାନା’ ପାଇଁ ଭୁବନେଶ୍ୱରସ୍ଥିତ […] The post ଓଡ଼ିଶା: ଆଜିର ଫଟୋ (୨୪ ଅକ୍ଟୋବର, ୨୦୨୪ ) appeared first on Dharitri Odia News.
ବାତ୍ୟା ‘ଦାନା’ ପ୍ରଭାବରେ ଭୁବନେଶ୍ୱରରେ ତୁହାକୁ ତୁହା ବର୍ଷା
ବାତ୍ୟା ‘ଦାନା’ ପ୍ରଭାବରେ ଭୁବନେଶ୍ୱରର ରାସ୍ତାଘାଟ ଜନଶୂନ୍ୟ

ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ବାତ୍ୟା ‘ଦାନା’ ପାଇଁ ପ୍ରଭାବିତ ହେବାକୁ ଥିବା ବିଭିନ୍ନ ଜିଲାର ଜିଲାପାଳଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକ
ବାତ୍ୟା ‘ଦାନା’ ପାଇଁ ଭୁବନେଶ୍ୱରସ୍ଥିତ ରେଡକ୍ରସ ଭବନରେ ରେଡକ୍ରସ ପକ୍ଷରୁ ରିଲିଫ ସାମଗ୍ରୀ ପ୍ରସ୍ତୁତ କରାଯାଉଛି

ବାତ୍ୟା ‘ଦାନା’ ପାଇଁ ଭୁବନେଶ୍ୱରସ୍ଥିତ ଏକାମ୍ର ନିର୍ବାଚନ ମଣ୍ଡଳୀରେ ଥିବା ବାତ୍ୟା ଆଶ୍ରୟସ୍ଥଳ ଗୁଡ଼ିକୁ ବୁଲି ଦେଖୁଛନ୍ତି ବିଧାୟକ ବାବୁ ସିଂ
ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ କଟକ ଖାନନଗରସ୍ଥିତ ନେତାଜୀ ବସ ଟର୍ମିନାଲ ଖାଁ ଖାଁ ଅନୁଭୂତ
କଟକ ରେଳଷ୍ଟେସନ ଖାଁ ଖାଁ ଅନୁଭୂତ
ବାତ୍ୟା ‘ଦାନା’ ପାଇଁ କଟକ ସହରର ବିଭିନ୍ନ ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ିଛି
ବାତ୍ୟା ‘ଦାନା’ ପାଇଁ କଟକ ଶେଲଟର ଛକସ୍ଥିତ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ ପରିସରରେ ଆଶ୍ରୟ ନେଇଛନ୍ତି ଲୋକମାନେ
କଟକ ତୁଳସୀପୁରସ୍ଥିତ ଗୋରାକବର ହାଇସ୍କୁଲ ପରିସରରେ ସାମୟିକ ଆଶ୍ରୟ ନେଇଥିବା ବସ୍ତି ଅଞ୍ଚଳର ଲୋକଙ୍କ ରନ୍ଧାଖାଦ୍ୟ ବଣ୍ଟନ ହୋଇଛି
The post ଓଡ଼ିଶା: ଆଜିର ଫଟୋ (୨୪ ଅକ୍ଟୋବର, ୨୦୨୪ ) appeared first on Dharitri Odia News.