ଓଡ଼ିଶା: ଆଜିର ଫଟୋ ( ୨୯ ନଭେମ୍ବର, ୨୦୨୪ )
ଓଡ଼ିଶା ଗସ୍ତ ସମୟରେ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ଼ ଶୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିବାକୁ ଭୁବନେଶ୍ୱର ସ୍ଥିତ ବିଜେପି କାର୍ଯ୍ୟାଳୟକୁ ଯାଉଛନ୍ତି ରାଜ୍ୟ ଏମପି ତଥା ଏମଏଲଏ ମାନେ ଭୁବନେଶ୍ୱର ଏୟାରପୋର୍ଟ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଭୁବନେଶ୍ୱରସ୍ଥିତ ୟୁନିଟ-୬ ଟ୍ରାଫିକ ପୋଷ୍ଟ ନିକଟରେ ଏକ ଆମ୍ବୁଲାନ୍ସ ରାସ୍ତା ଜାମ ଯୋଗୁ ଫସି ରହିଛି ଭୁବନେଶ୍ୱରସ୍ଥିତ IMMT ପରିସରରେ ୨୫ତମ ଓଡ଼ିଶା ବିଜ୍ଞାନ ଓ […] The post ଓଡ଼ିଶା: ଆଜିର ଫଟୋ ( ୨୯ ନଭେମ୍ବର, ୨୦୨୪ ) appeared first on Dharitri Odia News.
ଓଡ଼ିଶା ଗସ୍ତ ସମୟରେ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ଼ ଶୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିବାକୁ ଭୁବନେଶ୍ୱର ସ୍ଥିତ ବିଜେପି କାର୍ଯ୍ୟାଳୟକୁ ଯାଉଛନ୍ତି ରାଜ୍ୟ ଏମପି ତଥା ଏମଏଲଏ ମାନେ
ଭୁବନେଶ୍ୱର ଏୟାରପୋର୍ଟ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା
ଭୁବନେଶ୍ୱରସ୍ଥିତ ୟୁନିଟ-୬ ଟ୍ରାଫିକ ପୋଷ୍ଟ ନିକଟରେ ଏକ ଆମ୍ବୁଲାନ୍ସ ରାସ୍ତା ଜାମ ଯୋଗୁ ଫସି ରହିଛି
ଭୁବନେଶ୍ୱରସ୍ଥିତ IMMT ପରିସରରେ ୨୫ତମ ଓଡ଼ିଶା ବିଜ୍ଞାନ ଓ ପରିବେଶ କଂଗ୍ରେସ ଆୟୋଜିତ
କଟକସ୍ଥିତ ନେତାଜୀ ସେତୁରେ କୋହଲା ପାଗ ସାଙ୍ଗକୁ କୁହୁଡିର ଆସ୍ତରଣ
କଟକସ୍ଥିତ କଳା ବିକାଶ କେନ୍ଦ୍ର ଅଡିଟୋରିଅମରେ ଗୁଞ୍ଜନ ଡାନ୍ସ ଏକାଡେମୀ ପକ୍ଷରୁ ଅନୁଷ୍ଠିତ ଗୁଞ୍ଜନ ଜାତୀୟ ନୃତ୍ୟ ଓ ସଙ୍ଗୀତ ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ନୃତ୍ୟଶିଳ୍ପୀ ଶାଶ୍ୱତ ଘଡ଼ାଇ ଘୋଷଙ୍କ ଦ୍ୱାରା ମଞ୍ଚସ୍ଥ ଓଡ଼ିଶୀ ନୃତ୍ୟ
The post ଓଡ଼ିଶା: ଆଜିର ଫଟୋ ( ୨୯ ନଭେମ୍ବର, ୨୦୨୪ ) appeared first on Dharitri Odia News.