ଓଡ଼ିଶା: ଆଜିର ଫଟୋ (୪ ଜୁନ, ୨୦୨୪)

ପୁରୀ ଲୋକସଭା ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଜିତିବା ପରେ ବିଜେପି ଶିବିରରେ ଲୋକମାନେ ଖୁସି ମନାଉଛନ୍ତି ଭୋଟ ଗଣତି କେନ୍ଦ୍ର ବାହାରେ ରେଜଲ୍ଟ ଜାଣିବା ପାଇଁ ଭିଡ ଜମାଇଥିବା ବିଭିନ୍ନ ଦଳର ସମର୍ଥକଙ୍କ ଗହଳି ଉପୁଜିଥିବା ଟ୍ରାଫିକ ସମସ୍ୟା ରାଜ୍ୟ ବିଜେପି ଅଫିସ ରେ ଜିତିବା ଖୁସିରେ ସମର୍ଥକ ମାନେ ଲଡୁ ତିଆରି କରୁଛନ୍ତି ଶଙ୍ଖ ଭବନ ଜନ ଶୂନ୍ୟ ବିଜେପି ମହିଳା ମୋର୍ଚା ରାମ ମନ୍ଦିର ଠାରେ ଖୁସି ମନାଉଛନ୍ତି The post ଓଡ଼ିଶା: ଆଜିର ଫଟୋ (୪ ଜୁନ, ୨୦୨୪) appeared first on Dharitri Odia News.

ଓଡ଼ିଶା: ଆଜିର ଫଟୋ (୪ ଜୁନ, ୨୦୨୪)

ପୁରୀ ଲୋକସଭା ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଜିତିବା ପରେ ବିଜେପି ଶିବିରରେ ଲୋକମାନେ ଖୁସି ମନାଉଛନ୍ତି

ଭୋଟ ଗଣତି କେନ୍ଦ୍ର ବାହାରେ ରେଜଲ୍ଟ ଜାଣିବା ପାଇଁ ଭିଡ ଜମାଇଥିବା ବିଭିନ୍ନ ଦଳର ସମର୍ଥକଙ୍କ ଗହଳି ଉପୁଜିଥିବା ଟ୍ରାଫିକ ସମସ୍ୟା

ରାଜ୍ୟ ବିଜେପି ଅଫିସ ରେ ଜିତିବା ଖୁସିରେ ସମର୍ଥକ ମାନେ ଲଡୁ ତିଆରି କରୁଛନ୍ତି

ଶଙ୍ଖ ଭବନ ଜନ ଶୂନ୍ୟ

ବିଜେପି ମହିଳା ମୋର୍ଚା ରାମ ମନ୍ଦିର ଠାରେ ଖୁସି ମନାଉଛନ୍ତି

The post ଓଡ଼ିଶା: ଆଜିର ଫଟୋ (୪ ଜୁନ, ୨୦୨୪) appeared first on Dharitri Odia News.