କଂଗ୍ରେସ ଆଉ ଏକ ବଡ ଝଟକା, ଏହି ବରିଷ୍ଠ ନେତା ଭାଜପାରେ ହେବେ ସାମିଲ
ଭୋପାଳ,୯।୩: ଲୋକ ସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶରେ କଂଗ୍ରେସ ଆଉ ଏକ ବଡ଼ ଝଟକା ସାମ୍ନା କରିବାକୁ ଯାଉଛି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ମଧ୍ୟପ୍ରଦେଶ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୁରେଶ ପଚୌରୀ ଶନିବାର ଭାଜପାରେ ଯୋଗ ଦେବେ ବୋଲଇ ଜଣାପଡିଛି। ଆପଣଙ୍କୁ କହିରଖୁଛୁ ଯେ ଚାରିଥର ଏମ୍ପି ସୁରେଶ କଂଗ୍ରେସ ସରକାରଙ୍କ ଅନେକ ମନ୍ତ୍ରଣାଳୟ ପାଇଁ କେନ୍ଦ୍ର ମନ୍ତ୍ରୀ ରହିଛନ୍ତି। ସୂଚନାଯୋଗ୍ୟ, ସୁରେଶ ୧୯୭୨ରେ ଯୁବ କଂଗ୍ରେସ କର୍ମୀ ଭାବରେ ତାଙ୍କର ରାଜନୈତିତିକ ଯାତ୍ରା ଆରମ୍ଭ […] The post କଂଗ୍ରେସ ଆଉ ଏକ ବଡ ଝଟକା, ଏହି ବରିଷ୍ଠ ନେତା ଭାଜପାରେ ହେବେ ସାମିଲ appeared first on Dharitri Odia News.
ଭୋପାଳ,୯।୩: ଲୋକ ସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶରେ କଂଗ୍ରେସ ଆଉ ଏକ ବଡ଼ ଝଟକା ସାମ୍ନା କରିବାକୁ ଯାଉଛି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ମଧ୍ୟପ୍ରଦେଶ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୁରେଶ ପଚୌରୀ ଶନିବାର ଭାଜପାରେ ଯୋଗ ଦେବେ ବୋଲଇ ଜଣାପଡିଛି। ଆପଣଙ୍କୁ କହିରଖୁଛୁ ଯେ ଚାରିଥର ଏମ୍ପି ସୁରେଶ କଂଗ୍ରେସ ସରକାରଙ୍କ ଅନେକ ମନ୍ତ୍ରଣାଳୟ ପାଇଁ କେନ୍ଦ୍ର ମନ୍ତ୍ରୀ ରହିଛନ୍ତି।
ସୂଚନାଯୋଗ୍ୟ, ସୁରେଶ ୧୯୭୨ରେ ଯୁବ କଂଗ୍ରେସ କର୍ମୀ ଭାବରେ ତାଙ୍କର ରାଜନୈତିତିକ ଯାତ୍ରା ଆରମ୍ଭ କରିଥିଲେ। ଏହା ପରେ ସେ ୧୯୮୪ରେ ରାଜ୍ୟ ଯୁବ କଂଗ୍ରେସ ସଭାପତି ହୋଇଥିଲେ। ୧୯୮୪ରେ ନିଜେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ। ସୁରେଶ ୧୯୯୦, ୧୯୯୬ ଏବଂ ୨୦୦୨ରେ ସେ ପୁଣି ଏମ୍ପି ହୋଇଥିଲେ।
The post କଂଗ୍ରେସ ଆଉ ଏକ ବଡ ଝଟକା, ଏହି ବରିଷ୍ଠ ନେତା ଭାଜପାରେ ହେବେ ସାମିଲ appeared first on Dharitri Odia News.