କଂଗ୍ରେସ ନେତାଙ୍କ ପାଇଁ କର ବା ମର ପରିସ୍ଥିତି, ପୁଅଙ୍କୁ ଟିକେଟ୍ ମିଳିବାରୁ ଅଡୁଆରେ ନେତା
ବେଙ୍ଗାଲୁରୁ,୧୧।୪: ଲୋକ ସଭା ନିର୍ବାଚନରେ କଂଗ୍ରେସ ନିଜ ନେତାଙ୍କ ବଦଳରେ ସେମାନଙ୍କ ପୁଅଙ୍କୁ ଟିକେଟ୍ ଦେଇଛି। ଏପରି ଘଟଣା ଦେଖିବାକୁ ମିଳିଛି କଂଗ୍ରେସ କ୍ଷମତାସୀନ ରାଜ୍ୟ କର୍ନାଟକରେ। ତେବେ ନେତାଙ୍କ ବଦଳରେ ସେମାନଙ୍କ ପୁଅଙ୍କୁ ଟିକେଟ୍ ଦେଇଥିବାରୁ ଏବେ ନିର୍ବାଚନୀ ମାହୋଲ ଜମିବାରେ ଳାଗିଛି। କଂଗ୍ରେସ ରାଜ୍ୟରେ ବହୁ ମନ୍ତ୍ରୀ ନିର୍ବାଚନୀ ମଇଦାନରେ ଓହ୍ଲାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ନାରାଜ ହୋଇଛନ୍ତି। ତେଣୁ ଦଳ ସେମାନଙ୍କ ସମ୍ପର୍କୀୟଙ୍କୁ ଟିକେଟ୍ ଦେଇଛି। ଜାତୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ, […] The post କଂଗ୍ରେସ ନେତାଙ୍କ ପାଇଁ କର ବା ମର ପରିସ୍ଥିତି, ପୁଅଙ୍କୁ ଟିକେଟ୍ ମିଳିବାରୁ ଅଡୁଆରେ ନେତା appeared first on Dharitri Odia News.
ବେଙ୍ଗାଲୁରୁ,୧୧।୪: ଲୋକ ସଭା ନିର୍ବାଚନରେ କଂଗ୍ରେସ ନିଜ ନେତାଙ୍କ ବଦଳରେ ସେମାନଙ୍କ ପୁଅଙ୍କୁ ଟିକେଟ୍ ଦେଇଛି। ଏପରି ଘଟଣା ଦେଖିବାକୁ ମିଳିଛି କଂଗ୍ରେସ କ୍ଷମତାସୀନ ରାଜ୍ୟ କର୍ନାଟକରେ। ତେବେ ନେତାଙ୍କ ବଦଳରେ ସେମାନଙ୍କ ପୁଅଙ୍କୁ ଟିକେଟ୍ ଦେଇଥିବାରୁ ଏବେ ନିର୍ବାଚନୀ ମାହୋଲ ଜମିବାରେ ଳାଗିଛି। କଂଗ୍ରେସ ରାଜ୍ୟରେ ବହୁ ମନ୍ତ୍ରୀ ନିର୍ବାଚନୀ ମଇଦାନରେ ଓହ୍ଲାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ନାରାଜ ହୋଇଛନ୍ତି। ତେଣୁ ଦଳ ସେମାନଙ୍କ ସମ୍ପର୍କୀୟଙ୍କୁ ଟିକେଟ୍ ଦେଇଛି।
ଜାତୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ, କଂଗ୍ରେସ ନିଜର ମନ୍ତ୍ରୀଙ୍କୁ ସେମାନଙ୍କ ସମ୍ପର୍କୀୟଙ୍କୁ ଜିତାଇବା ପାଇଁ ଯେମିତି ହେଲେ ଚେଷ୍ଟା କରିବାକୁ ଚାପ ପ୍ରୟୋଗ କରିଛି। ଅର୍ଥାତ୍ କର୍ନାଟକର ନେତାମାନେ ଏବେ କର ବା ମର ପରିସ୍ଥିତି ଦେଇ ଗତି କରୁଛନ୍ତି।
The post କଂଗ୍ରେସ ନେତାଙ୍କ ପାଇଁ କର ବା ମର ପରିସ୍ଥିତି, ପୁଅଙ୍କୁ ଟିକେଟ୍ ମିଳିବାରୁ ଅଡୁଆରେ ନେତା appeared first on Dharitri Odia News.